ୟେସ୍‌ ବ୍ୟାଙ୍କ ଜନସମ୍ପର୍କ ମ୍ୟାନେଜର ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୫୦ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରିବା ପାଇଁ ହୋଇଥିଲା ଡିଲ୍‌। ବାପୁଜୀ ନଗର ୟେସ୍‌ ବ୍ୟାଙ୍କର ଜନ ସମ୍ପର୍କ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକ ଗତକାଲି ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଲାଞ୍ଚ ନେଇଥିବା ଜେରା ବେଳେ ସନ୍ତୋଷ ଭିଜିଲାନ୍ସ ଅଧିକାରୀଙ୍କ ଆଗରେ କହିଥିଲେ। ଏହା ପରେ ଭିଜିଲାନ୍ସ […]

arrest-handcuffs-male

arrest-handcuffs-male

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୫୦ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରିବା ପାଇଁ ହୋଇଥିଲା ଡିଲ୍‌। ବାପୁଜୀ ନଗର ୟେସ୍‌ ବ୍ୟାଙ୍କର ଜନ ସମ୍ପର୍କ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକ ଗତକାଲି ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଲାଞ୍ଚ ନେଇଥିବା ଜେରା ବେଳେ ସନ୍ତୋଷ ଭିଜିଲାନ୍ସ ଅଧିକାରୀଙ୍କ ଆଗରେ କହିଥିଲେ। ଏହା ପରେ ଭିଜିଲାନ୍ସ ୨୦୦୯ ବ୍ୟାଚର ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲେ।।

ଆଜି ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଆଦୌ ଲାଞ୍ଚ ନେଇ ନାହିଁ। କିଛି ଷ୍ଟାଫ୍ ମୋତେ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଛି। ଏହା ପଛରେ କେତେକ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ବିଜୟ କହିଛନ୍ତି।

ଅନ୍ୟପକ୍ଷରେ ପୁଅ ଲାଞ୍ଚ ନେଇଥିବ ବୋଲି ବିଜୟ କେତନଙ୍କ ବାପା ରବିନାରାୟଣ ବିଶ୍ୱାସ କରିପାରୁ ନାହାନ୍ତି। ଗତକାଲି ସେ ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଗତସିଂହପୁର ଜିଲ୍ଲାପାଳ ଥିବା ବେଳେ କିଛି ଘଟଣା ଘଟିଥିଲା। ବିଜୟ କେତନ କିଛି ଲୋକଙ୍କ କଥା ଶୁଣୁନଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା। ସେହି କାରଣ ନେଇ ହୁଏତ କିଛି ହୋଇ ଥାଇପାରେ ବୋଲି ରବିନାରାୟଣ ସନ୍ଦେହ କରୁଛନ୍ତି। ସେ ଟଙ୍କା ନେବା ପିଲା ନୁହେଁ, କେହି ତାକୁ ଫସେଇ ଦେଇଥିବେ ବୋଲି କହିଛନ୍ତି ବିଜୟଙ୍କ ବାପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story