କଟକରେ କିଏ ଓ କେଉଁଠି କରିବେ ପାର୍କିଂ?

କଟକ(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‌ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି। ଭିଡକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ […]

Hocky

Hocky

Manoranjan Sial
  • Published: Tuesday, 10 January 2023
  • Updated: 10 January 2023, 07:52 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‌ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି। ଭିଡକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଗାଡି ପାର୍କିଂ କରିପାରିବେ। ଭିଭିଆଇପି ବା ଭିଆଇପି ପାସ୍‌ଧାରୀମାନେ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଇାନ ପଡ଼ିଆ, ଦୟାଶ୍ରମ ପଡ଼ଇା, ଜାଭିୟର ସ୍କୁଲ ଓ ଓସିଏ ଲନ୍‌ରେ ଗାଡ଼ି ପାର୍କିଂ କରିପାରିବେ। ଗଣମାଧ୍ୟମ ପ୍ରତିନିଧିମାନେ କେମ୍ବ୍ରିଜ ସ୍କୁଲ ପଡ଼ଇାରେ ପାର୍କିଂ  କରିବାର ବ୍ୟବସ୍ଥା କରାଯାଇଛି। ସେହିପରି କଳାକାରଙ୍କ ପାଇଁ କ୍ଲବ୍‌ ହାଉସ, ଉପର ବାଲିଯାତ୍ରା ଓ ବାସ୍କେଟବଲ ପଡିଆରେ ପାର୍କିଂ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ହକି ବିଶ୍ୱ କପ୍‌ର ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବ ଦିନ ବାରବାଟୀ ଷ୍ଟାଡିୟମ ବାହାରେ ଓ ଭିତରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଏଥିସହ ୨୦୦ ଅଫିସର, ଆଇଆଇସି, ଏସିପି, ଆଡିସନାଲ ଡିସିପି ପାହ୍ୟାର ଅଫିସର ମଧ୍ୟ ନିୟୋଜିତ ହେବେ। ସେହିଭଳି ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ଷ୍ଟଲ କରାଯାଇଛି। ଯାହାକି ଦର୍ଶକ କିଣିକି ଖାଇପାରିବେ। ସାଧାରଣ ଦର୍ଶକ ପାଇଁ ଦିନ ଦୁଇଟାରୁ ଷ୍ଟାଡିୟମ ଖୋଲା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story