ଅଭିନବ ଉପାୟରେ କରୁଥିଲେ ଚୋରା ଚାଲାଣ, ଜାଲରେ ପଡ଼ିଗଲେ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅଭିନବ ଉପାୟରେ ଲୁହାପଥର ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ପୁଲିସ ଜାଲରେ ପଡ଼ିଗଲେ। ପୁଲିସ ୭ ଲୁହାପଥର ମାଫିଆଙ୍କୁ ଗିରଫ କରିଥିବା ବେଳେ ୨ ଟ୍ରେଲର ଓ ୧ ଲୋଡର ଜବତ କରିଛି। ଜବତ ହୋଇଥିବା ଲୁହା ପଥରର ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କୋହ୍ଲବରପଦା ଅଞ୍ଚଳରେ ଥିବା ହଳଦିଆ ଷ୍ଟିଲ ପ୍ରାଇଭେଟ ଲିଃରୁ ୭୦ ଟନ୍‌ ଫାଇନାନ୍ସ ପରିବହନ ପାଇଁ ଖଣି […]

Barbil

Barbil

Manoranjan Sial
  • Published: Tuesday, 08 June 2021
  • Updated: 08 June 2021, 04:47 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ଅଭିନବ ଉପାୟରେ ଲୁହାପଥର ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ପୁଲିସ ଜାଲରେ ପଡ଼ିଗଲେ। ପୁଲିସ ୭ ଲୁହାପଥର ମାଫିଆଙ୍କୁ ଗିରଫ କରିଥିବା ବେଳେ ୨ ଟ୍ରେଲର ଓ ୧ ଲୋଡର ଜବତ କରିଛି। ଜବତ ହୋଇଥିବା ଲୁହା ପଥରର ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ।

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କୋହ୍ଲବରପଦା ଅଞ୍ଚଳରେ ଥିବା ହଳଦିଆ ଷ୍ଟିଲ ପ୍ରାଇଭେଟ ଲିଃରୁ ୭୦ ଟନ୍‌ ଫାଇନାନ୍ସ ପରିବହନ ପାଇଁ ଖଣି ବିଭାଗରୁ ସିଦ୍ଧାନ୍ତ ମାଇନିଂକୁ ଅନୁମତି ମିଳିଛି। ସିଦ୍ଧାନ୍ତ ମାଇନିଂ ଯେଉଁମାନଙ୍କୁ ପରିବହନ ଦାୟିତ୍ୱ ଦେଇଛି, ସେମାନେ ସେହି ଅନୁମତି ପତ୍ରକୁ ଦେଖାଇ ଅନ୍ୟ ଏକ ବନ୍ଦ ପଡିଥିବା କ୍ରସରରୁ ମାଲ୍‌ ଉଠାଇ ଚୋରା ଚାଲାଣ କରୁଥିଲେ।

ଏ ସମ୍ପର୍କରେ ଖବର ପାଇ ବଡ଼ବିଲ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ସେଠାରୁ ୨ଟି ଟ୍ରେଲର, ୧ଟି ଲୋଡର ଓ ଏକ ବାଇକ ଜବତ କରିଛି। ଏଥିସହ ୭ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୩ ଜଣ ଡ୍ରାଇଭର ଥିବା ବେଳେ ଅନ୍ୟ ୪ ଜଣ ହେଉଛନ୍ତି ଲୁହାପଥର ମାଫିଆ। ଯେଉଁମାନେ ଏଭଳି ବାରମ୍ବାର କରୁଥିବା ପୁଲିସ କହିଛି।

ଜବତ ୨ଟି ଟ୍ରେଲରରେ ପ୍ରାୟ ୭୦ ଟନ୍‌ରୁ ଅଧିକ ଲୁହାପଥର ଗୁଣ୍ଡ ଥିଲା। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି କାରବାରରେ ଆଉ କେଉଁମାନଙ୍କ ହାତ ଅଛି, ପୁଲିସ ତାହା ଉପରେ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story