ଆଜିଠାରୁ ବରଗଡ଼ରେ କଂସଙ୍କ ରାଜୁତି

ବରଗଡ଼(ଦୀପକ ଶର୍ମା): ଆରମ୍ଭ ହୋଇଛି ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଗୋପପୁର ପାଲଟିବ ଅମ୍ବାପାଲି। ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଥିବା ବେଳେ ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଆଜି ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ବସୁଦେବ […]

baragada-dhanu-jatra-start-today

baragada-dhanu-jatra-start-today

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 08:18 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଆରମ୍ଭ ହୋଇଛି ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଗୋପପୁର ପାଲଟିବ ଅମ୍ବାପାଲି। ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଥିବା ବେଳେ ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି।
ଆଜି ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ବସୁଦେବ ଓ ଦେବକୀଙ୍କୁ କାରାଗୃହ ପ୍ରେରଣ ଆଦି ପ୍ରଦର୍ଶନ କରାଯିବ।

ଆଜି ସନ୍ଧ୍ୟା ୬ଟା ବେଳେ ଧନୁଯାତ୍ରା ସାଂସ୍କୃତିକ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରରୁ ବାହାରିଥିଲେ। ଏହି ଶୋଭାଯାତ୍ରା ହାଟପଦାରେ କଂସଙ୍କ ରାଜଦରବାରରେ ପହଞ୍ଚିଥିଲା। ସେଠାରେ ଧନୁଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଲୋକସଭା ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ।

ଏପଟେ ଧନୁଯାତ୍ରା ଲାଗି ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଧନୁଯାତ୍ରା ପାଇଁ ଜଣେ ଅତିରିକ୍ତ ଏସ୍‌ପି, ଜିଲ୍ଲା ତଥା ଜିଲ୍ଲା ବାହରର ୬ ଜଣ ଡିଏସ୍‌ପି, ୧୩ ଜଣ ଇନପେକ୍ଟର, ୩୫ ଜଣ ସବ୍-ଇନପେକ୍ଟର, ୬୪ ଜଣ ଏଏସ୍ଆଇଙ୍କ ସହ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦ଟି ସିସିଟିଭି ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story