ବାରିପଦାରେ୧୨ଘଣ୍ଟିଆ ବନ୍ଦ: ଜୀବନଯାତ୍ରା ଗୁରୁତର ପ୍ରଭାବିତ

ବାରିପଦା: ଶୁକ୍ରବାର ବାରିପଦାରେ ୧୨ଘଣ୍ଟିଆ ବନ୍ଦ ପାଳିତ ହୋଇଛି। ବଜରଙ୍ଗ ସେନା ପକ୍ଷରୁ ଆୟୋଜିତ ହୋଇଥିବା ଏହି ବନ୍ଦ ଡାକରା ଯୋଗୁଁ ବାରିପଦା ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବାରିପଦାଠାରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ୍ କଲେଜ ନାମ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରାଯିବା ବିଷୟକୁ ଜିଲ୍ଲାର ସଂଖ୍ୟାଧିକ ଜନସାଧାରଣ ଗ୍ରହଣ କରିପାରୁନଥିବା ବେଳେ ଏହାକୁ ମହାରାଜା ପ୍ରତାପ ଚନ୍ଦ୍ର ମେଡିକାଲ୍ କଲେଜ କିମ୍ୱା ମୟୂରଭଞ୍ଜ ମେଡିକାଲ୍ କଲେଜ ନାମରେ ନାମିତ କରିବାକୁ […]

BARIPADA BAND

BARIPADA BAND

Rakesh Mallick
  • Published: Friday, 29 May 2015
  • Updated: 29 May 2015, 11:44 AM IST

Sports

Latest News

ବାରିପଦା: ଶୁକ୍ରବାର ବାରିପଦାରେ ୧୨ଘଣ୍ଟିଆ ବନ୍ଦ ପାଳିତ ହୋଇଛି। ବଜରଙ୍ଗ ସେନା ପକ୍ଷରୁ ଆୟୋଜିତ ହୋଇଥିବା ଏହି ବନ୍ଦ ଡାକରା ଯୋଗୁଁ ବାରିପଦା ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବାରିପଦାଠାରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ୍ କଲେଜ ନାମ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରାଯିବା ବିଷୟକୁ ଜିଲ୍ଲାର ସଂଖ୍ୟାଧିକ ଜନସାଧାରଣ ଗ୍ରହଣ କରିପାରୁନଥିବା ବେଳେ ଏହାକୁ ମହାରାଜା ପ୍ରତାପ ଚନ୍ଦ୍ର ମେଡିକାଲ୍ କଲେଜ କିମ୍ୱା ମୟୂରଭଞ୍ଜ ମେଡିକାଲ୍ କଲେଜ ନାମରେ ନାମିତ କରିବାକୁ ବଜରଙ୍ଗ ସେନା ପକ୍ଷରୁ ଦାବି କରାଯାଇଛି। ବନ୍ଦ ଯୋଗୁଁ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ସ୍କୁଲ, କଲେଜ, ଦୋକାନ ବଜାର, କୋର୍ଟ କଚେରୀ, ସରକାରୀ ଅଫିସ୍, ବ୍ୟାଙ୍କ୍ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos