ଅଜଣା ଗାଡ଼ି ଧକ୍କାରେ ୨ବାଇକ୍ ଆରୋହୀ ମୃତ

Ordigital Desk
  • Published: Tuesday, 18 July 2017
  • , Updated: 18 July 2017, 09:59 AM IST
<p>ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ବଡ଼ସାହି-ବେତନଟୀ ରାସ୍ତାର କଇଁସାରୀ ଛକରେ ଅଜଣା ଗାଡ଼ି ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।</p> <p>ଆଜି ସକାଳେ ଦୁଇଜଣ ଯୁବକ ବାଇକ୍&zwnj;ରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ପୋଲିସ୍&zwnj;କୁ ସୂଚନା ଦେଇଥିଲେ।</p>

Related story