ଦିନ ଦି’ପହରରେ ପଲସର୍‌ରେ ଆସି ଭୁଜାଲିରେ ହାଣି ଦୁର୍ବୃତ୍ତ

ବାରିପଦା(ମାଣିକଲାଲ୍‌ ପାଣି): ଦିନ ଦି’ପହରରେ ଭୁଜାଲିରେ ହାଣି ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା। ଆଜି ଏପରି ଘଟଣାଟି  ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଅଞ୍ଚଳର ଗୋପୀନାଥ ବେହେରା ବେତନଟୀ ବଜାରରେ ହଲସେଲ୍‌ ସାମଗ୍ରୀ ଜଗାଇ ଦୋକାନ ଦେଇଛନ୍ତି। ଆଜି ସେ ସେହି ଦୋକାନ ଗୁଡ଼ିକଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ […]

pulsor

pulsor

Manoranjan Sial
  • Published: Friday, 27 November 2020
  • Updated: 27 November 2020, 04:12 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ଦିନ ଦି’ପହରରେ ଭୁଜାଲିରେ ହାଣି ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା। ଆଜି ଏପରି ଘଟଣାଟି  ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଅଞ୍ଚଳର ଗୋପୀନାଥ ବେହେରା ବେତନଟୀ ବଜାରରେ ହଲସେଲ୍‌ ସାମଗ୍ରୀ ଜଗାଇ ଦୋକାନ ଦେଇଛନ୍ତି। ଆଜି ସେ ସେହି ଦୋକାନ ଗୁଡ଼ିକଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ କଳା ପଲ୍‌ସର ବାଇକରେ ଆସି ବ୍ୟବସାୟଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଟଙ୍କା ବ୍ୟାଗ ନଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋପିନାଥ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ହାତର ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦିନ ଦ୍ବିପହରରେ ଏହି ପରି ଲୁଟ ସେ ବି ପୁଣି ବଜାର ମଧ୍ୟରୁ ଏ ନେଇ ଆଜି ବେତନଟୀ ରେ ଚାଞ୍ଚଲ୍ୟ ଖେଳିଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story