ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି...

ବାରିପଦା (ମାଣିକଲାଲ୍‌ ପାଣି): ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି। କିନ୍ତୁ ମୁନ୍‌ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍‌ ହୋଇ ବାହାରିବି। ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା। ‘ମିସ୍‌ ଅପେରା ସିଜିନ୍‌-୨’ ଅନ୍‌ ଲାଇନ୍‌ରେ ଭର୍ଚୁଆଲରେ ହୋଇଥିଲା। ଏଥିରେ ଶୁଭାଙ୍ଗି ଜାନା ଭାଗ ନେଇଥିଲେ। ତେବେ ଗତ ୭ ତାରିଖରେ ଏହାର ଫାଇନାଲ୍‌ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ସୁନ୍ଦରୀ ଭାଗ […]

baripada

baripada

Manoranjan Sial
  • Published: Wednesday, 10 February 2021
  • Updated: 10 February 2021, 11:10 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି। କିନ୍ତୁ ମୁନ୍‌ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍‌ ହୋଇ ବାହାରିବି। ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା।

[caption id="attachment_618526" align="aligncenter" width="650"]miss ‘ମିସ୍‌ ଇଣ୍ଡିଆ ଓପେରା’ ବିଜୟୀ ହେଲେ ଶୁଭାଙ୍ଗୀ[/caption]

‘ମିସ୍‌ ଅପେରା ସିଜିନ୍‌-୨’ ଅନ୍‌ ଲାଇନ୍‌ରେ ଭର୍ଚୁଆଲରେ ହୋଇଥିଲା। ଏଥିରେ ଶୁଭାଙ୍ଗି ଜାନା ଭାଗ ନେଇଥିଲେ। ତେବେ ଗତ ୭ ତାରିଖରେ ଏହାର ଫାଇନାଲ୍‌ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ସୁନ୍ଦରୀ ଭାଗ ନେଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଶୁଭାଙ୍ଗୀ ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ହାତେଇଛନ୍ତି। ଆଉ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ସଫଳତା ପଛରେ ବାପା-ମା’ଙ୍କ ସମେତ ଫଟୋଗ୍ରାଫର, ଡିଜାଇନର ଓ ମେକପ୍ ଆଟିଷ୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି ଶୁଭାଙ୍ଗୀ।

ଆଗକୁ ଫେମିନା ମିସ୍‌ ଇଣ୍ଡିଆରେ ଭାଗ ନେବାକୁ ଚାହୁଁଛନ୍ତି ଶୁଭାଙ୍ଗୀ। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଟପ୍‌ ମଡେଲ ହେବା ସହ ଚଳଚ୍ଚିତ୍ର ହିରୋଇନ୍‌ ହେବାକୁ ଇଚ୍ଛା ରଖିଛନ୍ତି। ପିଲା ବେଳୁ ଦେଖିଥିବା ସ୍ୱପ୍ନ ଆଜି ସାକାର ହୋଇଛି।

ଶୁଭାଙ୍ଗୀ ଏବେ ବାରିପଦା କଲେଜରେ ଯୁକ୍ତ ତିନି କଳାର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ଫାଷ୍ଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story