ଥାନାରେ ବିଧାୟକ, ରାସ୍ତାରେ ବସିଛନ୍ତି କର୍ମୀ

ବାରିପଦା(ମାଣିକଲାଲ୍‌ ପାଣି): ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କର ୩ ସମର୍ଥକ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଟାଉନ୍‌ ଥାନା ପୁଲିସ ବିଧାୟକ ଓ ତାଙ୍କ ଓ ତାଙ୍କର ୩ ସମର୍ଥକଙ୍କୁ ଅଟକ ରଖିଛି। ପୁଲିସର ଏପରି କାର୍ଯ୍ୟକୁ ବିରୋଧ କରି କର୍ମୀମାନେ ଥାନା ଆଗ ରାସ୍ତାରେ ଧାରଣାରେ ବସିଛନ୍ତି। ବିଧାୟକଙ୍କୁ ଛାଡ଼ିବାକୁ ଜିଦ୍‌ ଧରି ବସିଛନ୍ତି। ITDA ଅଫିସର ଶ୍ରୀ ଜେନାଙ୍କ […]

baripada

baripada

Manoranjan Sial
  • Published: Friday, 04 September 2020
  • Updated: 04 September 2020, 07:29 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କର ୩ ସମର୍ଥକ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଟାଉନ୍‌ ଥାନା ପୁଲିସ ବିଧାୟକ ଓ ତାଙ୍କ ଓ ତାଙ୍କର ୩ ସମର୍ଥକଙ୍କୁ ଅଟକ ରଖିଛି। ପୁଲିସର ଏପରି କାର୍ଯ୍ୟକୁ ବିରୋଧ କରି କର୍ମୀମାନେ ଥାନା ଆଗ ରାସ୍ତାରେ ଧାରଣାରେ ବସିଛନ୍ତି। ବିଧାୟକଙ୍କୁ ଛାଡ଼ିବାକୁ ଜିଦ୍‌ ଧରି ବସିଛନ୍ତି।

ITDA ଅଫିସର ଶ୍ରୀ ଜେନାଙ୍କ କହିବା ଅନୁଯାୟୀ, ଗୁରୁବାର ସକାଳେ ବାରିପଦା ବିଧାୟକ ପ୍ରକାଶ ସୋରେନ ଫୋନ କରି ତାଙ୍କୁ ଡାକିଥିଲେ। ମାତ୍ର ଫିଲ୍‌ଡରେ ଥିବାରୁ ସେ ଦିନ ବେଳା ବିଧାୟକଙ୍କୁ ଦେଖା କରିବାକୁ ଯାଇ ପାରିନଥିଲେ। ସନ୍ଧ୍ୟାରେ ଶ୍ରୀ ଜେନା ଫିଲ୍‌ଡରୁ ଫେରି ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ୍‌ ହାଉସ୍‌ ଯାଇଥିଲେ। ସେଠାରେ ବିଧାୟକ ଓ ତାଙ୍କର ୩ ସମର୍ଥ ତାଙ୍କ ଉପରକୁ କୁଆଡେ ଆକ୍ରମଣ କରିଥିଲେ। ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକ ଓ ତାଙ୍କ ସମର୍ଥକମାନେ ଶ୍ରୀ ଜେନାଙ୍କୁ ଛାଡ଼ିନଥିଲେ। ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା।

ରାତି ପ୍ରାୟ ସାଢ଼ ୮ଟା ଶ୍ରୀ ଜେନା ଆହତ ହୋଇ ଘରକୁ ଫେରିଲେ। ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଆଜି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସର୍କିଟ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ସେଠାରୁ ସିସି ଟିଭି ଫୁଟେଜ୍‌ ଜବତ କରିବା ସହ ସର୍କିଟ ହାଉସ୍‌ର କର୍ମଚାରୀଙ୍କୁ ପଚରା ଉଚୁରା କରୁଛି।

ଆଜି ପୁଲିସ ବିଧାୟକ ପ୍ରକାଶ ସୋରେନଙ୍କ ଘରେ ପହଞ୍ଚି ତାଙ୍କୁ ଥାନାକୁ ଡ଼କାଇ ଆଣିଛନ୍ତି। ଥାନାରେ ବିଧାୟକଙ୍କୁ ପଚରା ଉଚୁରା ଚାଲିଛି। ବାରିପଦା ଟାଉନ ଥାନାରେ ପୁଲିସ ଛାଉଣି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story