ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର, ଭାବ ବିହ୍ୱଳ ହେଲେ ଭକ୍ତ

ବାରିପଦା(ମାଣିକ ଲାଲ ପାଣି): ଆଜିଠୁ ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର । ଆଜି ସକାଳୁ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ  ପରି ସମସ୍ତ ମନ୍ଦିର ମଧ୍ୟ ଆଜିଠୁ ଖୋଲିଛି।  ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହ ସମସ୍ତଙ୍କ ନିମନ୍ତେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଆଜି ବାରିପଦା ଜଗନ୍ନାଥ ମନ୍ଦିରକୁ […]

bpd-2

bpd-2

Niharika Rout
  • Published: Tuesday, 05 January 2021
  • Updated: 05 January 2021, 09:55 AM IST

ବାରିପଦା(ମାଣିକ ଲାଲ ପାଣି): ଆଜିଠୁ ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର । ଆଜି ସକାଳୁ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ  ପରି ସମସ୍ତ ମନ୍ଦିର ମଧ୍ୟ ଆଜିଠୁ ଖୋଲିଛି।  ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହ ସମସ୍ତଙ୍କ ନିମନ୍ତେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଆଜି ବାରିପଦା ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜା ଯାଇଥିବା ବେଳେ ଅଳ୍ପ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଛଡ଼ା ଯାଉଛି । ଦୀର୍ଘ ନଅ ମାସ ବ୍ୟବଧାନରେ ଆଜି ପ୍ରଥମ ଥର ପାଇଁ  ଠାକୁରଙ୍କ ଦର୍ଶନ ପାଇ ଭାବ ବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ପୌଷ ମାସ ସକାଳୁ ଆଜି ବାରିପଦା ଜଗନ୍ନାଥ ମନ୍ଦିରରେ   ଠାକୁରଙ୍କ ନୀତି ସମ୍ପନ୍ନ ହୋଇଅଛି ।

ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ନେଇ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିଲେ।  କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ  ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story