ବର୍ଷାଙ୍କ ବୟାନ ରେକର୍ଡ କଲା ପୁଲିସ

କଟକ:(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ ହୋଇଛି। ୧୬୧ ଧାରାରେ ବୟାନ ରେକର୍ଡ କଲା ପୁରୀଘାଟ ଥାନା ପୁଲିସ। ଘଟଣା ସଂପର୍କରେ ପୋଲିସକୁ ବିସ୍ତୃତ ସୂଚନା ଦେଇଛନ୍ତି  ବର୍ଷା। ଘରୋଇ ହିଂସା ଓ ନିର୍ଯାତନା ନେଇ ଗତକାଲି ବର୍ଷା ଏତଲା ଦେଇଥିଲେ। ଅନୁଭବ ମହାନ୍ତି ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ସୂଚନା ଅନୁଯାୟୀ, ଅନୁଭବଙ୍କ ପତ୍ନୀ ବର୍ଷାଙ୍କ […]

Varsha-FB

Varsha-FB

Tapas Behera
  • Published: Sunday, 20 December 2020
  • Updated: 20 December 2020, 10:50 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ ହୋଇଛି। ୧୬୧ ଧାରାରେ ବୟାନ ରେକର୍ଡ କଲା ପୁରୀଘାଟ ଥାନା ପୁଲିସ। ଘଟଣା ସଂପର୍କରେ ପୋଲିସକୁ ବିସ୍ତୃତ ସୂଚନା ଦେଇଛନ୍ତି  ବର୍ଷା। ଘରୋଇ ହିଂସା ଓ ନିର୍ଯାତନା ନେଇ ଗତକାଲି ବର୍ଷା ଏତଲା ଦେଇଥିଲେ। ଅନୁଭବ ମହାନ୍ତି ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ।

ସୂଚନା ଅନୁଯାୟୀ, ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି।

ଏଥିସହିତ  ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ।

ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ  ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ  ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story