ବରୁଣେଇ ପାହାଡ଼ରେ ଅଗ୍ନିକାଣ୍ଡ, ପୋଡ଼ିଗଲା ବହୁ ଔଷଧୀୟ ବୃକ୍ଷ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ନିଆଁ ଲାଗିଯାଇଛି। ଫଳରେ ବହୁ ଔଷଧୀୟ ବୃକ୍ଷ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ବନ ବିଭାଗ ପକ୍ଷରୁ ନିଆଁ ନିଭାଇବାକୁ ଉଦ୍ୟମ କରାଯାଉଛି।

fire

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 03:10 PM IST

Related story