ବାୟୁସେନା ଆଡଭାନ୍ସ ଜେଟ୍ ଟ୍ରେନର ଦୁର୍ଘଟଣା:୧୦ ଜଣିଆ ଟିମର ତଦନ୍ତ ଜାରି

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ନିକଟରେ ବାୟୁସେନା ଆଡଭାନ୍ସ ଜେଟ୍ ଟ୍ରେନରର ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗତକାଲିଠୁ ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ଆସିଥିବା ୧୦ ଜଣିଆ ଟିମ୍ ଆଜି ସକାଳୁ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାଛଡ଼ା କଲେଇକୁଣ୍ଡାରୁ ଏୟାରବେସ୍ ରୁ ଆଜି ଆଉ ଏକ ୨୨ ଜଣିଆ ଟିମ୍ ଘଟଣାସ୍ଥଳ ଆସୁଛି। ସେପଟେ ଦୁର୍ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ଆରମ୍ଭ ହୋଇଛି। ଇନକ୍ୱାରୀ ପରେ ହିଁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ […]

aircrash-1

aircrash-1

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 03:47 AM IST

Sports

Latest News

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ନିକଟରେ ବାୟୁସେନା ଆଡଭାନ୍ସ ଜେଟ୍ ଟ୍ରେନରର ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗତକାଲିଠୁ ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ଆସିଥିବା ୧୦ ଜଣିଆ ଟିମ୍ ଆଜି ସକାଳୁ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାଛଡ଼ା କଲେଇକୁଣ୍ଡାରୁ ଏୟାରବେସ୍ ରୁ ଆଜି ଆଉ ଏକ ୨୨ ଜଣିଆ ଟିମ୍ ଘଟଣାସ୍ଥଳ ଆସୁଛି। ସେପଟେ ଦୁର୍ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ଆରମ୍ଭ ହୋଇଛି। ଇନକ୍ୱାରୀ ପରେ ହିଁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଘଟଣାସ୍ଥଳକୁ ଯାଇଥିବା ତଦନ୍ତକାରୀ ବିମାନର ଭଗ୍ନାବଶେଷ ସ୍ଥଳ ବୁଲି ଦେଖିବା ସହ କକ୍ ପିଟ୍ ଭଏସ୍ ରେକର୍ଡର ଓ ଫ୍ଲ।ଇଟ୍ ଡାଟା ରେକର୍ଡର ଉଦ୍ଧାର ପାଇଁ ଉଦ୍ୟମ କରିବେ।

ସୂଚନାଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାର୍ ବେସର ଟେକ୍ ଅଫ୍ କରିଥିବା ଏହି ଆଡଭାନ୍ସ ଜେଟ୍ ଟ୍ରେନର୍ ମୟୂରଭଞ୍ଜ ବିଷୋୟୀ ଅଞ୍ଚଳରେ ଖସିପଡିଥିଲା। ପରେ ପ୍ରଚଣ୍ଡ ବିସ୍ଫୋରଣ ସହ ବିମାନରେ ନିଆଁ ଲାଗି ଯାଇଥିଲା। ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ବି ଦୁଇ ପାଇଲଟ୍ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଦୁଇ ପାଇଲଟଙ୍କୁ ବିଷୋୟୀ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଏୟାରଫେ।ର୍ସର ଏକ ରେସ୍କ୍ୟୁ ହେଲିକପ୍ଟର ପହଞ୍ଚି ଉଭୟଙ୍କୁ ଏୟାର ଲିଫ୍ଟ କରିଥିଲା। ବିମାନର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ କାରଣ ଜଣାପଡିବ ପୋଲିସ ଡିଜି ସଞ୍ଜିବ ମାରିକ କହିଛନ୍ତି।

,

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story