ବିଜେଡିରେ ବିଷମ ସ୍ଥିତି; ଟିକେଟ କଟିଲେ ବିରୋଧ, ମିଳିଲେ ବି ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଜାରି ରହିଛି। କେତେବେଳେ ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ହୋହଲ୍ଲା ହେଉଛି ତ ଆଉ କେତେବେଳେ ଟିକେଟ୍ କଟିବାକୁ ନେଇ ଉଠୁଛୁ ପଡ଼ୁଛି ନବୀନ ନିବାସ ଆଗ। ଆଜି ନବୀନ ନିବାସ ଆଗରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନାରାବାଜି କରିଛନ୍ତି ବିଜେଡି କର୍ମୀ। ଏପରକି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ […]

navee9999

navee9999

Tapaswini Nayak
  • Published: Tuesday, 02 April 2019
  • Updated: 02 April 2019, 05:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଜାରି ରହିଛି। କେତେବେଳେ ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ହୋହଲ୍ଲା ହେଉଛି ତ ଆଉ କେତେବେଳେ ଟିକେଟ୍ କଟିବାକୁ ନେଇ ଉଠୁଛୁ ପଡ଼ୁଛି ନବୀନ ନିବାସ ଆଗ।

ଆଜି ନବୀନ ନିବାସ ଆଗରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନାରାବାଜି କରିଛନ୍ତି ବିଜେଡି କର୍ମୀ। ଏପରକି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ ପ୍ରତିନିଧିମାନେ ନଜ ପଦରୁ ଇସ୍ତଫା ଦେଇଛନ୍ତି।
ଅନ୍ୟପକ୍ଷେ, ଜୟଦେବ ଆସନରୁ ଟିକେଟ କଟିବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ନବୀନ ବାବୁ ନିଷ୍ପତ୍ତିର ପୁନର୍ବିଚାର ଦାବିରେ ଶଶିଙ୍କ ସମର୍ଥକମାନେ ନିବାସ ଆଗରେ ହୋହଲ୍ଲା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story