ତିନି ଦିନିଆ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର ଇଡିକଲ୍‌ ଅଡିଟୋରିୟମ୍‌ରେ ୧୧ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଆର୍ଟ ଆଣ୍ଡ ଆର୍ଟିଷ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ୪୧ଟି କଳା ଫିଲ୍ମ ଓ ୧୪ଟି ବିଦେଶୀ ଫିଲ୍ମ ପ୍ରଦର୍ଶିତ ହେବ। ପ୍ରଥମ ଦିନରେ ନୀଳମାଧବ ପଣ୍ଡାଙ୍କ ନବକଳେବର ଉପରେ ଆଧାରିତ ଫିଲ୍ମ ‘ଗଡ୍ସ ଓନ୍‌ ପିପଲ’ ପ୍ରଦର୍ଶିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ […]

bbsr ra inter national film festval

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 07:07 PM IST

ଭୁବନେଶ୍ୱର: ଭୁବନେଶ୍ୱରର ଇଡିକଲ୍‌ ଅଡିଟୋରିୟମ୍‌ରେ ୧୧ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଆର୍ଟ ଆଣ୍ଡ ଆର୍ଟିଷ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ୪୧ଟି କଳା ଫିଲ୍ମ ଓ ୧୪ଟି ବିଦେଶୀ ଫିଲ୍ମ ପ୍ରଦର୍ଶିତ ହେବ।

ପ୍ରଥମ ଦିନରେ ନୀଳମାଧବ ପଣ୍ଡାଙ୍କ ନବକଳେବର ଉପରେ ଆଧାରିତ ଫିଲ୍ମ ‘ଗଡ୍ସ ଓନ୍‌ ପିପଲ’ ପ୍ରଦର୍ଶିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଫିଲ୍ମ ନିର୍ମାତା ଅଦୁର ଗୋପାଳକ୍ରିଷ୍ଣନ, ଲଳିତ ମାନସିଂ, ସଂସ୍କୃତି ବିଭାଗ ସଚିବ ଆରତୀ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଶା ସମେତ ଦେଶବିଦେଶର ବହୁ କଳାକଳ ଯୋଗ ଦେଇଥିଲେ।

Related story