ଟ୍ରେନ୍‌ ଧକ୍କାରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବେନଶ୍ୱର ପଟିଆ ଷ୍ଟେସନରେ ଟ୍ରେନ୍‌ରେ କଟି ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର। ସେମାନେ ହେଉଛନ୍ତି ଅଶାନ୍ତି ପଟ୍ଟନାୟକ (୫୦) ଓ ତିତିଲି ପଟ୍ଟନାୟକ (ଦେଢ଼ ବର୍ଷ)। ପୁରୀ ଯିବାକୁ ପରିବାରର ୫ଜଣ ସଦସ୍ୟ ଟ୍ରେନ୍ ଲାଇନ ପାରି ହେ‌ଉଥିଲେ। ପରିବାରର ୩ଜଣ ସଦସ୍ୟ ରେଳଲାଇନ ପାରି ହୋଇ ଯାଇଥିଲେ। କିନ୍ତୁ ଆଈ ଓ ନାତୁଣୀ ଯାଇପାରି ନଥିଲେ। ସେମାନଙ୍କୁ ଏକ ଟ୍ରେନ୍‌ ଧକ୍କା ଦେଇଥିଲା। […]

nnn

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 11:56 AM IST

ଭୁବନେଶ୍ୱର: ଭୁବେନଶ୍ୱର ପଟିଆ ଷ୍ଟେସନରେ ଟ୍ରେନ୍‌ରେ କଟି ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର। ସେମାନେ ହେଉଛନ୍ତି ଅଶାନ୍ତି ପଟ୍ଟନାୟକ (୫୦) ଓ ତିତିଲି ପଟ୍ଟନାୟକ (ଦେଢ଼ ବର୍ଷ)।

ପୁରୀ ଯିବାକୁ ପରିବାରର ୫ଜଣ ସଦସ୍ୟ ଟ୍ରେନ୍ ଲାଇନ ପାରି ହେ‌ଉଥିଲେ। ପରିବାରର ୩ଜଣ ସଦସ୍ୟ ରେଳଲାଇନ ପାରି ହୋଇ ଯାଇଥିଲେ। କିନ୍ତୁ ଆଈ ଓ ନାତୁଣୀ ଯାଇପାରି ନଥିଲେ। ସେମାନଙ୍କୁ ଏକ ଟ୍ରେନ୍‌ ଧକ୍କା ଦେଇଥିଲା।

 

Related story