ଭୁବନେଶ୍ୱର: ଇଫତାର ପାର୍ଟିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଇନରିଟିସେଲ୍ ପକ୍ଷରୁ ଆୟୋଜିତ ହୋଇଥିବା  ଇଫତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଅନ୍ୟ ମନ୍ତ୍ରୀ, ଅଭିନେତା ଓ ଅଭିନେତ୍ରୀମାନେ ସାମିଲ ହୋଇଥିଲେ। ରୋଜା ଭାଙ୍ଗିବାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ ଏବଂ ଅଭିନେତାମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିଲେ। ମୁସଲମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପାଳନ କରାଯାଇଛି ବୋଲି ଏହି ଇଫତାର ପାର୍ଟିରେ ପ୍ରକାଶ ପାଇଥିଲା।

ifataraparty

ifataraparty

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 03:27 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story