ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଫ୍ଲାଟ ଆବଣ୍ଟନ ପ୍ରସଙ୍ଗ: ୬ ଆଇଏଏସ୍‌ଙ୍କୁ ବିଡିଏର ନୋଟିସ୍‌

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଓ ଫ୍ଲାଟ୍‌ ଆବଣ୍ଟନ ପ୍ରସଙ୍ଗରେ ୬ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ହାଜର ହେବାକୁ ବିଡିଏ ପକ୍ଷରୁ ନୋଟିସ୍‌ କରାଯାଇଛି। କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିବାରୁ ଏହି ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍‌ ହୋଇଥିବା ଆଇଏଏସ୍‌ ଅଧିକାରୀମାନେ ହେଲେ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ପ୍ରଶାନ୍ତ ନାୟକ, ସତ୍ୟବ୍ରତ ସାହୁ, ବିଶାଲ ଦେବ ଓ ରାଜକୁମାର ଶର୍ମା।

bda

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 06:17 PM IST

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଓ ଫ୍ଲାଟ୍‌ ଆବଣ୍ଟନ ପ୍ରସଙ୍ଗରେ ୬ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ହାଜର ହେବାକୁ ବିଡିଏ ପକ୍ଷରୁ ନୋଟିସ୍‌ କରାଯାଇଛି। କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିବାରୁ ଏହି ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୋଟିସ୍‌ ହୋଇଥିବା ଆଇଏଏସ୍‌ ଅଧିକାରୀମାନେ ହେଲେ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ପ୍ରଶାନ୍ତ ନାୟକ, ସତ୍ୟବ୍ରତ ସାହୁ, ବିଶାଲ ଦେବ ଓ ରାଜକୁମାର ଶର୍ମା।

Related story