ସ୍କର୍ପିଓରେ ଆସିଲେ, ବିଡିଓଙ୍କୁ ଉଠାଇ ନେଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ। ଏହାକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଘନଘନ ବସୁଛି ବୈଠକ। ଏହା ସତ୍ତ୍ୱେ ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡିଓ ସରୋଜ ମିଶ୍ରଙ୍କୁ ଦୁର୍ବୃତ୍ତ ଉଠାଇ ନେଇଛନ୍ତି। ଏ ଘଟଣା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଠିକା କାମକୁ ନେଇ ବିଡିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେଉଛି। ଆଜି ଅପରାହ୍ନ ୪ଟା ବେଳେ ବିଡିଓ ସରୋଜ […]

bd

bd

Manoranjan Sial
  • Published: Friday, 29 March 2019
  • Updated: 29 March 2019, 07:25 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ। ଏହାକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଘନଘନ ବସୁଛି ବୈଠକ। ଏହା ସତ୍ତ୍ୱେ ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡିଓ ସରୋଜ ମିଶ୍ରଙ୍କୁ ଦୁର୍ବୃତ୍ତ ଉଠାଇ ନେଇଛନ୍ତି। ଏ ଘଟଣା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଠିକା କାମକୁ ନେଇ ବିଡିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେଉଛି।

ଆଜି ଅପରାହ୍ନ ୪ଟା ବେଳେ ବିଡିଓ ସରୋଜ ମିଶ୍ର ତାଙ୍କ ଅଫିସରେ ଥିଲେ। ଠିକ୍‌ ଏହି ସମୟରେ ୮ରୁ୧୦ ଜଣ ଯୁବକ ଏକ ସ୍କର୍ପିଓରେ ଆସି ବ୍ଲକ ଅଫିସରେ ପଶି ବିଡିଓଙ୍କୁ ଅପହରଣ କରି ନେଇଗଲେ। କିଏ ଓ କଣ ପାଇଁ ତାଙ୍କୁ ଅପହରଣ କରିନେଲେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଠିକା କାମକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି। ବିଡିଓଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖୁବ୍‌ଶୀଘ୍ର ବିଡିଓଙ୍କୁ ଉଦ୍ଧାର କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ବ୍ଲକ ଅଫିସର କିରାଣି କହିଛନ୍ତି-“ଆମ ବ୍ଲକରେ କୌଣସି ପିସି କାରବାର ହୁଏ ନାହିଁ। ଏହି ବ୍ଲକଟି ଶାନ୍ତିପ୍ରିୟ। ମାତ୍ର ବେଳେ ବେଳେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଆସି ବ୍ଲକ ଅଫିସରେ ଗଣ୍ଡଗୋଳ କରନ୍ତି। ପୂର୍ବତନ ବିଡିଓଙ୍କୁ ମଧ୍ୟ ଧମକଚମକ ଦିଆଯାଇଥିଲା। ଯେଉଁଥିପାଇଁ ବ୍ଲକ ଅଫିସରେ ସିସିଟିଭି ଲାଗିଥିଲା। ଏହା ସତ୍ତ୍ୱେ ଆଜି ବର୍ତ୍ତମାନର ବିଡିଓଙ୍କୁ ଅପହରଣ କରାଯାଇଛି। ଏହା ନିଶ୍ଚିତ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଯାଞ୍ଚ କଲେ ଦୁର୍ବୃତ୍ତଙ୍କ ପତ୍ତା ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story