ପୁଅ ବିଡିଓ, ହେଲେ ବାପାମା’ ନେଉଛନ୍ତି ରାସନ ଚାଉଳ

ଆଳି(ବନମାଳି ସାହୁ): ପୁଅର ବିଡିଓ ଚାକିରି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ମୋଟା ଅଙ୍କର ଦରମା ବି ପାଉଛନ୍ତି।  ଏହାସତ୍ତ୍ୱେ ବିଡିଓଙ୍କ ବାପାମା’ ପାଉଛନ୍ତି ରାସନ ଚାଉଳ। ନିଜ ଗାଁ ଲୋକେ ଜାଣିଯିବେ ଭାବି ପାଖ ଗାଁରୁ ଉଠାଉଛନ୍ତି ରାସନ ଚାଉଳ। ଏକଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ତୁରନ୍ତ ଏହି ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି […]

kendrapara

kendrapara

Niharika Rout
  • Published: Thursday, 20 October 2022
  • Updated: 20 October 2022, 12:11 PM IST

Sports

Latest News

ଆଳି(ବନମାଳି ସାହୁ): ପୁଅର ବିଡିଓ ଚାକିରି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ମୋଟା ଅଙ୍କର ଦରମା ବି ପାଉଛନ୍ତି।  ଏହାସତ୍ତ୍ୱେ ବିଡିଓଙ୍କ ବାପାମା’ ପାଉଛନ୍ତି ରାସନ ଚାଉଳ। ନିଜ ଗାଁ ଲୋକେ ଜାଣିଯିବେ ଭାବି ପାଖ ଗାଁରୁ ଉଠାଉଛନ୍ତି ରାସନ ଚାଉଳ। ଏକଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ତୁରନ୍ତ ଏହି ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ସହିରା ପଞ୍ଚାୟତରୁ ।

ସହିରା ପଞ୍ଚାୟତ ମଠସାହି ଗାଁର ଅଭିଶେକ ଦାଶ ବାଲେଶ୍ୱର ସିମୁଳିଆ ବ୍ଲକର ବିଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ହେଲେ ତାଙ୍କ ବାପା ମା’ଙ୍କ ନାଁରେ ରାସନ କାର୍ଡ ରହିଛି । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ତିନି ବର୍ଷ ହେବ ବିଡ଼ିଓଙ୍କ ବାପାମା’ ରାସନ କାର୍ଡ ମାଧ୍ୟମରେ ଡ଼ିଲରଙ୍କଠାରୁ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି।  ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ।

ଏନେଇ ସିମୁଳିଆ ବି଼ଡିଓ କହିଛନ୍ତି ଚାକିରି ପୂର୍ବରୁ ବାପା ମା’ଙ୍କ ନାଁରେ ରାସନ କାର୍ଡ ଥିଲା। ଚାକିରି ପରେ କାର୍ଡ ରହିବା କଥା ନୁହେଁ। ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଳି ବିଡିଓ ।

ସୂଚନାଯୋଗ୍ୟ, ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ମୁହଁରେ ଆହାର ଦେବାକୁ ସରକାର ଯୋଗାଉଛନ୍ତି ରାସନ ଚାଉଳ। ଏଥିନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା କିନ୍ତୁ ବାଟମରଣା ହେବାରେ ଲାଗିଛି। ଆର୍ଥିକ ସ୍ୱଚ୍ଛଳ ଶ୍ରେଣୀର ଲୋକେ ବି ଏହାର ଫାଇଦା ଉଠାଇବାକୁ ପଛାଉ ନାହାନ୍ତି। ଗରିବ ଲୋକ ଟିଏ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ କେମିତି ବିଡ଼ିଓଙ୍କ ବାପାମା’ଙ୍କ ନାଁରେ କାର୍ଡହେଲା ସେ ନେଇ ପଂଚାୟତର ଲୋକମାନେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story