ବିଡିଏସରେ ନାମ ଲେଖା ପାଇଁ ହେଲା ସ୍ପେଶାଲ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଡିଏସରେ ନାମ ଲେଖା ପାଇଁ ଆଜି ସ୍ପେଶାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରର ୨ଟି ସେଣ୍ଟରରେ ଏହି ପରୀକ୍ଷା ହୋଇଛି। ଦିନ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ଶେଷ ହୋଇଛି। ଚଳିତବର୍ଷ ଆଡମିଶନ୍ ହୋଇ ନ ଥିବା ବିଡିଏସ୍ ସିଟଗୁଡିକ ପାଇଁ ସ୍ପେଶାଲ୍ ଓଜେଇଇ କରିବାକୁ ଗତ ୨୨ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୩୦ ସୁଦ୍ଧା ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା।

ojee

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 08:09 AM IST

Related story