ବେଆଇନ ଖଣିଜ ଦ୍ରବ୍ୟ କାରବାର: ଓଡିଶାର ୧୦ଟି ସ୍ଥାନରେ ଇଡିର ଚଢାଉ

ଭୁବନେଶ୍ୱର: ଗୁରୁବାର ରାଜ୍ୟର ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ରେଡ୍ କରାଯାଇଛି। ଏହାସହ ୩ଟି ଖଣି ସଂସ୍ଥା ଏବଂ ଟ୍ରାନସପୋର୍ଟ ଏଜେନ୍ସି ଉପରେ ମଧ୍ୟ ଚଢାଉ କରିଛି ଇଡି। ସେମାନେ ହେଲେ ସିରାଜଉଦ୍ଦିନ ମାଇନସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନସ୍, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ ସନାତନ ମହାଙ୍କୁଡଙ୍କ ଘରେ ଇଡି ରେଡ କରିଥିବା ସୂଚନା ମିଳିଛି। ତେବେ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ଫଚ୍ୟୁନ୍ ଟାୱାରରେ ଥିବା ସିରାଜଉଦ୍ଦିନ ମାଇନସର ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) […]

ed

ed

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 02:06 PM IST

Sports

Latest News

ଭୁବନେଶ୍ୱର: ଗୁରୁବାର ରାଜ୍ୟର ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ରେଡ୍ କରାଯାଇଛି। ଏହାସହ ୩ଟି ଖଣି ସଂସ୍ଥା ଏବଂ ଟ୍ରାନସପୋର୍ଟ ଏଜେନ୍ସି ଉପରେ ମଧ୍ୟ ଚଢାଉ କରିଛି ଇଡି। ସେମାନେ ହେଲେ ସିରାଜଉଦ୍ଦିନ ମାଇନସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନସ୍, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ ସନାତନ ମହାଙ୍କୁଡଙ୍କ ଘରେ ଇଡି ରେଡ କରିଥିବା ସୂଚନା ମିଳିଛି।

ତେବେ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ଫଚ୍ୟୁନ୍ ଟାୱାରରେ ଥିବା ସିରାଜଉଦ୍ଦିନ ମାଇନସର ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଥିଲା। ମାତ୍ର କେଇ ଘଣ୍ଟାର ଏହି ରେଡ ସମୟରେ ଇଡି କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିବା ସୂଚନା ମିଳିଛି। ଏହସହ ଇଡିର ଅନ୍ୟଏକ ଦଳ ସିରାଜଉଦ୍ଦିନ ଖଣି ମାଲିକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବି ରେଡ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ହେଉଛି ଆର୍ଥିକ କାରବାର ସଂପର୍କରେ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଥିବା ଏକ ଏଜେନ୍ସୀ। ଏହା କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଅଧୀନରେ ରହିଛି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ହେଉଥିବା ବିଭିନ୍ନ ଅପରାଧର ତଦନ୍ତ ହେଉଛି ଇଡିର ପ୍ରମୁଖ କାମ। ମୁଖ୍ୟତଃ ଆର୍ଥିକ କାରବାର ସଂପର୍କରେ ତଦନ୍ତ କରେ ଇଡି। ତେବେ ରାଜ୍ୟରେ ଇଡି କାହିଁକି ରେଡ କରିଛି ସେନେଇ ନିର୍ଦ୍ଧିଷ୍ଟ ଭାବେ କିଛି ସୂଚନା ମିଳିନାହିଁ। ଗତ ଅକଟୋବରରେ ସେଣ୍ଟ୍ରାଲ୍ ଏମ୍ପପାୱାର୍ଡ କମିଟି ବା ସିଇସି ରାଜ୍ୟରେ ଖଣି କାରବାର ନେଇ ଦେଇଥିବା ରିପୋର୍ଟରେ ସିରାଜଉଦ୍ଦିନ ଓ ଇନ୍ଦ୍ରାଣୀ ପଟ୍ଟନାୟକ ସହ ବହୁ ଖଣିଙ୍କ କାରବାର ସଂପର୍କରେ ଉଲ୍ଲେଖ କରିଥିଲେ। ସିଇସିଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ସିରାଜଉଦ୍ଦିନ ମାଇନସର ରେଜିଂ କଣ୍ଟ୍ରାକଟର ଥିଲା ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍ ଲିମିଟେଡ୍। ତେବେ ରିପୋର୍ଟରେ ଦର୍ଶାଯାଇଛି ରେଜିଂ କଣ୍ଟ୍ରାକଟ ପାଇଁ ଯେଉଁ ଦର ଧାର୍ଯ୍ୟ ହୋଇଛି ତାହା ଅନ୍ୟ ଖଣିରୁ ଉତ୍ତୋଳନ ତୁଳନାରେ ଅସାଧାରଣ ଭାବେ ଅଧିକ। ୨୦୧୦ରେ ଓଏମସି କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ସହିତ ରେଜିଂ କଣ୍ଟ୍ରାକଟ କରିଥିଲା ଏବଂ ରେଜିଂ ଚାର୍ଜ ଥିଲା ୫୧ ଟଙ୍କ।ରୁ ୨୪୮ ଟଙ୍କ। ୪୦ ପଇସା ମଧ୍ୟରେ। ଫେବ୍ରୁଆରୀ ୨୪, ୨୦୧୩ରେ ଇନ୍ଦ୍ରଣୀ ପଟ୍ଟନାୟକ ତ୍ରିବେଣୀ ଆହର୍ଥ ମୁଭର୍ସକୁ ୱାର୍କ ଅର୍ଡର ଦେଇଥିଲା । ରେଜିଂ ଦର ଯଥେଷ୍ଟ ଅଧିକ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ରେଜିଂ କଣ୍ଟ୍ରାକଟ କେବଳ ସାଧାରଣ ବ୍ୟବସାୟୀକ କାରବାର ବୋଲି ଧରାଯିବନାହିଁ। ଖାଲି ସେତିକି ନୁହେଁ ଖଣି ଲିଜଧାରୀ ସେମାନଙ୍କ ଦାୟିତ୍ୱ ଓ ସ୍ୱାର୍ଥ ରେଜିଂ କଣ୍ଟ୍ରାକ୍ଟରଙ୍କୁ ସ୍ଥାନାନ୍ତର କରିଥିବା ନେଇ ମଧ୍ୟ ଉଲ୍ଲେଖ ଥିଲା। ସେହିଭଳି ସିରାଜଉଦ୍ଦିନ ସହ ତ୍ରିବେଣୀର କାରବାର ନେଇ ସିଇସି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ ଯେ, ଇଡିର ଏହି ରେଡ ଓଡିଶା, ପଶ୍ଚିମବଙ୍ଗ, ତାମିଲନାଡୁର ୧୫ଟି ସ୍ଥାନରେ  ଚଢାଉ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story