ମନ୍ଦିର ଭିତରେ ବୁଲିଲା ଭାଲୁ

ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଘଟିଛି। ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ […]

bear

bear

Niharika Rout
  • Published: Monday, 04 January 2021
  • Updated: 04 January 2021, 10:00 AM IST

ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଘଟିଛି।

ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଭାଲୁଟି ଗାଁର ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲା । ପରେ ମନ୍ଦିର ଭିତରକୁ ଯାଇ ବୁଲାବୁଲି କରିଥିଲା । କିଛି ସମୟ ବୁଲିବା ପରେ ଭାଲୁଟି ପୁଣି କେଉଁଆଡ଼େ ଚାଲିଯାଇଥିଲା ।

ଭାଲୁଟି କାହାରି କିଛି କ୍ଷତି କରିନଥିବା ବେଳେ ଗ୍ରାମବାସୀ କିନ୍ତୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ସନ୍ଧାନରେ ଭାଲୁଟି ଗାଁ ଭିତରକୁ ପଶି ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଗତ କିଛି ମାସ ତଳେ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗାଁରେ ମାଳମାଳ ଭାଲୁ ପଶିଆସୁଥିବା ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story