ନାକେଦମ କଲା ଭାଲୁ, ଜିଲ୍ଲାପାଳଙ୍କ ବାସଭବନ ପରିସରରେ ବୁଲିଲା

ନୂଆପଡ଼ା(ମାୟାଧର ସରାଫ ): ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଥିବା ଭାଲୁକୁ ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ଭାଲୁଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ଭାଲୁଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି  […]

bear

bear

Niharika Rout
  • Published: Friday, 16 July 2021
  • Updated: 16 July 2021, 09:36 AM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ ): ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଥିବା ଭାଲୁକୁ ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା।

ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ଭାଲୁଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ଭାଲୁଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି  ଇନ୍ଦିରା କଲୋନୀ ଓ  ବ୍ଲକ କଲୋନୀ ମଝିରେ ଥିବା ହନୁମାନ ମନ୍ଦିର ପାଖକୁ ଚାଲି ଯାଇ କିଛି ସମୟ ବୁଲାବୁଲି କରିଥିଲା। ଏହାପରେ ସେଠାରୁ ସିଧା ଯାଇ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା। ବନ କର୍ମଚାରୀଙ୍କ ଦୀର୍ଘ ସମୟର ପରିଶ୍ରମ ପରେ ଭାଲୁଟି ସେଠାରୁ ବାହାରି ଏସ୍‌ପିଙ୍କ ବାସଭବନର ଗେଟ୍‌ ସମ୍ମୁଖରେ ବୁଲିଥିଲା। ଏହାପରେ ବନ କର୍ମଚାରୀ ଭାଲୁକୁ ୩ ପାର୍ଶ୍ୱରୁ ଘେରିବାରୁ ସେ ରାତି ପ୍ରାୟ ୩ଟାରେ ଜଙ୍ଗଲକୁ ପଳାଇଥିଲା।

ଗତ ୮ ତାରିଖରେ ମଧ୍ୟ ସହର ମଧ୍ୟକୁ ଏକ ଭାଲୁ ପଳାଇ ଆସିଥିଲା। ଭାଲୁଟି ପ୍ରଥମେ ଜଳ ବିଭାଜିକା ଅଫିସ ଯାଇଥିଲା। ସେଠାରେ ଦିନ ସାରା ରହିବା ପରେ ରାତିରେ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା। ସେଠାରୁ ବାହାରି ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟରେ ପଶିଥିଲା। ଏହାପରେ ବନ କର୍ମଚାରୀ ଘଉଡ଼ାଇବାରୁ ରାତି ୧୧ଟାରେ ଜଙ୍ଗଲକୁ ପଳାଇଥିଲା।

ସୂଚନାଯୋଗ୍ୟ, ନୂଆପଡ଼ା ସହରକୁ  ଲାଗି ସୁନାବେଡ଼ା ଅଭୟାରଣ୍ୟ ସମେତ ଆହୁରି ବହୁ ଘଞ୍ଚ ଜଙ୍ଗଲ ଥିବାରୁ ଅଧିକାଂଶ ସମୟରେ ସହର ମଧ୍ୟରୁ ଭାଲୁ ପଶି ଆସୁଛନ୍ତି। ଫଳରେ ଲୋକେ ଆତଙ୍କିତ ରହୁଛନ୍ତି। ଏଥିଯୋଗୁ ବନ କର୍ମଚାରୀ ବି ନାକେଦମ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story