୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ

ନୂଆପଡ଼ା (ମାୟାଧର ସରାଫ): ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା। ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ […]

Bear

Bear

Jitendra Garnayak
  • Published: Sunday, 18 July 2021
  • Updated: 18 July 2021, 10:25 AM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି।

ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା।
ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ ଭାଲୁଟି ପୁଣି ସହର ମଧ୍ୟକୁ ଆସିଥିଲା। ଭାଲୁଟିକୁ ପ୍ରଥମେ ତେଲିପଡ଼ା ଦୁର୍ଗାମଣ୍ଡପ ପାଖରେ ଠାବ କରାଯାଇଥିଲା। ଏହା ପରେ ଭାଲୁଟି ନୂଆପଡ଼ା ଥାନା ପରିସରରେ ପଶିଥିଲା। ସେଠାରୁ ଭାଲୁ ବାହାରି ସହର ସାରା ବୁଲିବା ପରେ ରାତି ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶିଥିଲା। ସେଠାରେ ବନ ବିଭାଗ ପକ୍ଷରୁ ଯନ୍ତା ବସା ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଭାଲୁଟି ସେଠାରେ ଯନ୍ତାରେ ପଡ଼ିଥିଲା।

ଭାଲୁଟିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ତାକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story