କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବାଡ଼ିରେ ଭାଲୁ !

ନୀଳଗିରି(ବିଶ୍ୱମ୍ବର ଦାଶ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନୀଳଗିରି ସ୍ଥିତ ଘର ବାଡ଼ିରେ ଆଜି ସକାଳେ ଏକ ଭାଲୁ ପଶିଥିବା ଆଶଙ୍କା କରାଯାଉଛି। ତେବେ ଭାଲୁଟିର ସନ୍ଧାନ ମିଳି ନାହିଁ। ଭାଲୁଟି ବୋଦା ମୂଳରେ ଲୁଚିଯାଇଥିବା ସନ୍ଦେହ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ନୀଳଗିରି ବନ କର୍ମଚାରୀର ଏକ ଟିମ ଘଟଣାସ୍ଥଳରେ ମୃତୟନ ଅଛନ୍ତି। ସୂଚନା ଅନୁଯାୟୀ ଅନ୍ୟ ଜଣଙ୍କ ବାଡ଼ିରେ ଭାଲୁଟି ପଶିଥିଲା। ପରେ ଆସି କେନ୍ଦମନ୍ତ୍ରୀଙ୍କ ବାଡ଼ିରେ ପଶି ଆସିଥିବା ସନ୍ଦେହ କରାଯାଉଛି।

bear-1

bear-1

Tapas Behera
  • Published: Wednesday, 26 August 2020
  • Updated: 26 August 2020, 04:14 PM IST

ନୀଳଗିରି(ବିଶ୍ୱମ୍ବର ଦାଶ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନୀଳଗିରି ସ୍ଥିତ ଘର ବାଡ଼ିରେ ଆଜି ସକାଳେ ଏକ ଭାଲୁ ପଶିଥିବା ଆଶଙ୍କା କରାଯାଉଛି। ତେବେ ଭାଲୁଟିର ସନ୍ଧାନ ମିଳି ନାହିଁ। ଭାଲୁଟି ବୋଦା ମୂଳରେ ଲୁଚିଯାଇଥିବା ସନ୍ଦେହ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ନୀଳଗିରି ବନ କର୍ମଚାରୀର ଏକ ଟିମ ଘଟଣାସ୍ଥଳରେ ମୃତୟନ ଅଛନ୍ତି। ସୂଚନା ଅନୁଯାୟୀ ଅନ୍ୟ ଜଣଙ୍କ ବାଡ଼ିରେ ଭାଲୁଟି ପଶିଥିଲା। ପରେ ଆସି କେନ୍ଦମନ୍ତ୍ରୀଙ୍କ ବାଡ଼ିରେ ପଶି ଆସିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos