ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ

ଉମରକୋଟ (କାର୍ତ୍ତିକ ମଲ୍ଲିକ):ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ l ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ l ଘଟଣାଟି ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମରେ ଘଟିଛି l ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଉକ୍ତ ଗ୍ରାମର ଜଗି ସାନ୍ତାଙ୍କ ଘରେ ହଠାତ […]

Forest Officials

Forest Officials

Niharika Rout
  • Published: Saturday, 12 June 2021
  • Updated: 12 June 2021, 02:33 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ):ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ l ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ l ଘଟଣାଟି ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମରେ ଘଟିଛି l

ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଉକ୍ତ ଗ୍ରାମର ଜଗି ସାନ୍ତାଙ୍କ ଘରେ ହଠାତ ଏକ ଭାଲୁ ପଶି ଯାଇଥିଲା । ସେହି ସମୟରେ ଘର ଭିତରେ ୪ ଜଣ ସଦସ୍ୟ ଥିଲେ l କିନ୍ତୁ ସୌଭାଗ୍ୟ ବଶତଃ ଭାଲୁଟି ସେମାନଙ୍କ ପାଖକୁ ନ ଯାଇ କାଠ ଥିବା ଅନ୍ୟ ଏକ ରୁମରେ ପଶିଯାଇଥିଲା।

ପରେ କୌଶଳକ୍ରମେ ଭାଲୁ ପଶିଥିବା ରୁମକୁ ବାହାରୁ ବନ୍ଦ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ପରିବାର ଲୋକେ । ପରେ ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଝରିଗାଁ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ  ଓ ଭାଲୁଟିକୁ ଉଦ୍ଧାର କରିଥିଲେ। ୩ ଘଣ୍ଟାର ଅପରେସନ ପରେ ଭାଲୁକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡାଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story