ରାତିରେ କୂଅରେ ପଡ଼ିଲା, ସକାଳେ ସିଡ଼ିରେ ଉଠି ପଳାଇଲା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦୀର୍ଘ ସମୟର ପରିଶ୍ରମ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଭାଗଲକଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ଭାଲୁଟି ସୋମବାର ରାତିରେ ଖସି ପଡ଼ିଥିଲା।  ମଙ୍ଗଳବାର ସକାଳେ ଗ୍ରାମବାସୀ ବିଲକୁ ଯାଇଥିବା ବେଳେ କୂଅ ଭିତରେ ଭାଲୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସଙ୍ଗେସଙ୍ଗେ ବନବିଭାଗକୁ ଜଣାଇଥିଲେ। ବନ […]

bhalu-3..1

bhalu-3..1

Niharika Rout
  • Published: Wednesday, 14 August 2019
  • Updated: 14 August 2019, 11:12 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦୀର୍ଘ ସମୟର ପରିଶ୍ରମ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଭାଗଲକଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।

ଗାଁର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ଭାଲୁଟି ସୋମବାର ରାତିରେ ଖସି ପଡ଼ିଥିଲା।  ମଙ୍ଗଳବାର ସକାଳେ ଗ୍ରାମବାସୀ ବିଲକୁ ଯାଇଥିବା ବେଳେ କୂଅ ଭିତରେ ଭାଲୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସଙ୍ଗେସଙ୍ଗେ ବନବିଭାଗକୁ ଜଣାଇଥିଲେ।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।  ଦୀର୍ଘ ସମୟର ପରିଶ୍ରମ ପରେ ଏକ ସିଡି ସାହାଯ୍ୟରେ ଭାଲୁଟିକୁ କୂଅ ଭିତରୁ କଢାଯାଇଥିଲା। ଭାଲୁଟିର ବୟସ ପାଖାପାଖି ୨ବର୍ଷ ହେବ ବୋଲି ଅନୁମାନ କରୁଛି ବନବିଭାଗ। ଉଦ୍ଧାର ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story