ପାଣି ନାହିଁ, ଶୋଷରେ ଶୁଖୁଛି ତଣ୍ଟି: ରାସ୍ତାକୁ ଓହ୍ଲାଇଲେ ଲୋକେ

Ordigital Desk
  • Published: Monday, 22 May 2017
  • , Updated: 22 May 2017, 12:34 PM IST
<p>ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରେ ପିଇବା ପାଣି ସମସ୍ୟାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ୨ ଓ ୧୧ ନମ୍ବର ଓ୍ୱାର୍ଡବାସୀ ଏନ୍ଏଚ୍ ୪୯ ଅବରୋଧ କରିଛନ୍ତି।&nbsp; ଫଳରେ ଯାନବାହନ ଚଳାଚଳ ବନ୍ଦ ରହିବା ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି&nbsp; ରାୟପୁର-ଚଣ୍ଡିଖୋଲ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।</p>

Related story