କରୋନା ପାଇଁ ଅପରିବର୍ତ୍ତିତ ରହିଲା ସ୍ଥାବର ସମ୍ପତ୍ତିର ବେଂଚମାର୍କ ଭାଲ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ସ୍ଥାବର ସମ୍ପତ୍ତିର ବେଂଚମାର୍କ ଭାଲ୍ୟୁକୁ ଅପରିବର୍ତ୍ତିତ ରଖିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଭାଲ୍ୟୁଏସନ୍ କମିଟି ଅଧ୍ୟକ୍ଷଙ୍କୁ ଆଜି ଅବଗତ କରାଯାଇଛି। ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ସୁଷମାରାଣୀ ଦେବୀ ଆଜି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଭାଲ୍ୟୁଏସନ କମିଟି ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ୨୦୨୦-୨୧ […]

sachivalaya

sachivalaya

Ordigital Desk
  • Published: Wednesday, 05 May 2021
  • Updated: 05 May 2021, 11:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ସ୍ଥାବର ସମ୍ପତ୍ତିର ବେଂଚମାର୍କ ଭାଲ୍ୟୁକୁ ଅପରିବର୍ତ୍ତିତ ରଖିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଭାଲ୍ୟୁଏସନ୍ କମିଟି ଅଧ୍ୟକ୍ଷଙ୍କୁ ଆଜି ଅବଗତ କରାଯାଇଛି।

ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ସୁଷମାରାଣୀ ଦେବୀ ଆଜି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଭାଲ୍ୟୁଏସନ କମିଟି ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ୨୦୨୦-୨୧ ଆର୍ଥିକ ବର୍ଷରେ ସମସ୍ତ ଜିଲ୍ଲା ପାଇଁ ସ୍ଥାବର ସମ୍ପତ୍ତିର ମାର୍କେଟ ଭାଲ୍ୟୁ (ବିଏମଭି)୨୦୨୧ ମାର୍ଚ୍ଚ ୩୧ତାରିଖରେ ଯାହା ଥିଲା ତାହା ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ସେୟା ରହିବ। ଏହି ବେଂଚମାର୍କ ଭାଲ୍ୟୁ ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଆସିଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story