ଜୁଆ ଆଡ୍ଡା ଉପରେ ଚଢ଼ାଉ: ୮୭ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ୮୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି। ବିଏନପୁର ଓ ବଡ଼ବଜାର ଥାନା ଅଞ୍ଚଳର ୯ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ପ୍ରାୟ ୮ ଲକ୍ଷ ଟଙ୍କା ଜବତ କରିଛି।  ସେହିପରି ପାରଳାଖେମୁଣ୍ଡିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରାଯିବା ସହ ୬୮ ହଜାର ଟଙ୍କା ଜବତ କରାଯାଇଛି।

arrest

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 09:39 AM IST

Related story