ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ୱୁ ତାରିଣୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣି ଏନ୍‌କାଣ୍ଟର। ସୋରଡ଼ା ଭାଲିଆପଲ୍ଲୀ ରାସ୍ତା କାଜୁ ଜଙ୍ଗଲ ନିକଟରେ ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ୱୁ ତାରିଣୀ ଆହତ ହୋଇଛି। ଲମ୍ୱୁର ଦୁଇ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।   ଲମ୍ୱୁ ନିକଟରୁ ପୋଲିସ୍ ଗୋଟିଏ ପିସ୍ତଲ, ୭ ରାଉଣ୍ଡ ଗୁଳି ଓ ୨ଟି ବାଇକ୍‌ ଜବତ କରିଛି। ଲମ୍ୱୁର ୨ ସହଯୋଗୀ ଖସି ଯାଇଥିବା ଜଣାପଡ଼ିଛି। ଲମ୍ୱୁ ନାଁରେ ୩୦ରୁ ଅଧିକ  […]

b-encounter

b-encounter

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 05:42 PM IST

Sports

Latest News

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣି ଏନ୍‌କାଣ୍ଟର। ସୋରଡ଼ା ଭାଲିଆପଲ୍ଲୀ ରାସ୍ତା କାଜୁ ଜଙ୍ଗଲ ନିକଟରେ ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ୱୁ ତାରିଣୀ ଆହତ ହୋଇଛି। ଲମ୍ୱୁର ଦୁଇ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।   ଲମ୍ୱୁ ନିକଟରୁ ପୋଲିସ୍ ଗୋଟିଏ ପିସ୍ତଲ, ୭ ରାଉଣ୍ଡ ଗୁଳି ଓ ୨ଟି ବାଇକ୍‌ ଜବତ କରିଛି। ଲମ୍ୱୁର ୨ ସହଯୋଗୀ ଖସି ଯାଇଥିବା ଜଣାପଡ଼ିଛି।

ଲମ୍ୱୁ ନାଁରେ ୩୦ରୁ ଅଧିକ  ଅପରାଧିକ ମାମଲା ଥିବା ପୋଲିସ୍ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos