ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେରୋଲୋଜିକାଲ ସର୍ଭେ ପାଇଁ ବ୍ରହ୍ମପୁରରେ ୨୮୩୦ ଲୋକଙ୍କଠାରୁ ସାମ୍ପଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି। ସହରାଞ୍ଚଳ ବସ୍ତିରେ ୪୦% ଲୋକଙ୍କଠାରେ ଆଣ୍ଟିବଡି ମିଳିଛି। ହିସାବକୁ ଦେଖିଲେ ଦେଢ଼ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହେଲାଣି। ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଡାକ୍ତର ସଂଘମିତ୍ରା ପତି ଆହୁରି କହିଛନ୍ତି-“ବ୍ରହ୍ମପୁରରେ ସେରୋଲୋଜିକାଲ ସର୍ଭେ ଶେଷ ହୋଇଛି। ଏବେ ବଡ଼ମ୍ବା ନରସିଂହପୁରରେ ସେରୋ ସର୍ଭେ ଚାଲୁ ରହିଛି। ଏହାପରେ […]

sanghamitra-pati

sanghamitra-pati

Manoranjan Sial
  • Published: Thursday, 13 August 2020
  • Updated: 13 August 2020, 06:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେରୋଲୋଜିକାଲ ସର୍ଭେ ପାଇଁ ବ୍ରହ୍ମପୁରରେ ୨୮୩୦ ଲୋକଙ୍କଠାରୁ ସାମ୍ପଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି। ସହରାଞ୍ଚଳ ବସ୍ତିରେ ୪୦% ଲୋକଙ୍କଠାରେ ଆଣ୍ଟିବଡି ମିଳିଛି। ହିସାବକୁ ଦେଖିଲେ ଦେଢ଼ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହେଲାଣି। ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।

ଡାକ୍ତର ସଂଘମିତ୍ରା ପତି ଆହୁରି କହିଛନ୍ତି-“ବ୍ରହ୍ମପୁରରେ ସେରୋଲୋଜିକାଲ ସର୍ଭେ ଶେଷ ହୋଇଛି। ଏବେ ବଡ଼ମ୍ବା ନରସିଂହପୁରରେ ସେରୋ ସର୍ଭେ ଚାଲୁ ରହିଛି। ଏହାପରେ କଟକ, ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ।”

ଗଞ୍ଜାମ ସ୍ଥିତି ଏବେ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ୩ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ୧୩୮୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧୩୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ସ୍ଥିତି ବାହାରକୁ ଯାଇଥିବା ଦେଖି ସରକାର ସରୋ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story