ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ୨ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବିଜେଡି ଯୁବ ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଅନ୍ୟମାନଙ୍କୁ ସିସିଟିଭି ଫୁଟେଜରେ ଚିହ୍ନଟ କରି ପୋଲିସ ସେମାନଙ୍କୁ ଧରିବା ଲାଗି ଛାନଭିନ୍‌ ଚଳାଇଛି। କଲେଜ୍ ନିର୍ବାଚନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ଦୁର୍ବୃତ୍ତମାନେ ତାଙ୍କ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ।  ପୂରା […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 11:19 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବିଜେଡି ଯୁବ ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଅନ୍ୟମାନଙ୍କୁ ସିସିଟିଭି ଫୁଟେଜରେ ଚିହ୍ନଟ କରି ପୋଲିସ ସେମାନଙ୍କୁ ଧରିବା ଲାଗି ଛାନଭିନ୍‌ ଚଳାଇଛି।

କଲେଜ୍ ନିର୍ବାଚନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ଦୁର୍ବୃତ୍ତମାନେ ତାଙ୍କ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ।  ପୂରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos