ସୁନା ଝିଅ ପୂର୍ବାଶା ପ୍ରିୟଦର୍ଶିନୀ, ବାପାଙ୍କ ସ୍ୱପ୍ନ କଲେ ସାକାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢୁଥିଲେ। ସେଥିପାଇଁ ସାହି ପଡ଼ିଶା ଟାହି ଟାପରା କରୁଥିଲେ। ଯାହାକୁ ହଜମ କରିବାକୁ ପଡୁଥିଲା ବାପା-ମା’ଙ୍କୁ। କିନ୍ତୁ ସେମାନଙ୍କ ବିଶ୍ୱାସ ଝିଅ ପୂର୍ବାଶା ଜଣେ ଭଲ ମଣିଷ ହେବ। ତାହା ଆଜି ସତରେ ପ୍ରମାଣିତ ହୋଇଛି। କଠିନ ପରିଶ୍ରମ ଓ ଅଧ୍ୟାବଶାୟ ବଳରେ ପୂର୍ବାଶା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଏନ୍‌ଏସିରେ ବାସ କରନ୍ତି ଦେବୀ ପ୍ରସାଦ ସାମନ୍ତରାୟ। ସେ […]

purbasha priyadarshini

purbasha priyadarshini

Manoranjan Sial
  • Published: Thursday, 29 April 2021
  • Updated: 29 April 2021, 09:32 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢୁଥିଲେ। ସେଥିପାଇଁ ସାହି ପଡ଼ିଶା ଟାହି ଟାପରା କରୁଥିଲେ। ଯାହାକୁ ହଜମ କରିବାକୁ ପଡୁଥିଲା ବାପା-ମା’ଙ୍କୁ। କିନ୍ତୁ ସେମାନଙ୍କ ବିଶ୍ୱାସ ଝିଅ ପୂର୍ବାଶା ଜଣେ ଭଲ ମଣିଷ ହେବ। ତାହା ଆଜି ସତରେ ପ୍ରମାଣିତ ହୋଇଛି। କଠିନ ପରିଶ୍ରମ ଓ ଅଧ୍ୟାବଶାୟ ବଳରେ ପୂର୍ବାଶା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ନୟାଗଡ଼ ଜିଲ୍ଲା ରଣପୁର ଏନ୍‌ଏସିରେ ବାସ କରନ୍ତି ଦେବୀ ପ୍ରସାଦ ସାମନ୍ତରାୟ। ସେ ଆଇନ୍‌ ପାଠ ପଢିଥିଲେ। ମାତ୍ର ସେତେବେଳେ ଦେଖାଦେଇଥିବା ପାରିବାରିକ ଅସୁବିଧା କାରଣରୁ ପେଶାଠାରୁ ଦୂରେଇ ଯାଇଥିଲେ। ନିଜେ ସିନା ଦେଖିଥିବା ସ୍ୱପ୍ନକୁ ସାକାର କରିପାରିଲେ ନାହିଁ। କିନ୍ତୁ ଝିଅ ପୂର୍ବାଶା ଆଖିରେ ଦେଖିଲେ ନିଜ ଦେଖିଥିବା ସ୍ୱପ୍ନ। ଆଉ ସେପଟେ ବାପାଙ୍କ ସ୍ୱପ୍ନ ପୂରଣ କରିପାରିଥିବାରୁ ପୂର୍ବାଶା ବେଶ୍‌ ଖୁସ।

[caption id="attachment_639690" align="aligncenter" width="650"]purbasha priyadarshini ପରିବାର ଲୋକଙ୍କ ସହ ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟ[/caption]

ଦେବୀ ପ୍ରସାଦ ସାମନ୍ତରାୟ ଝିଅ କଥା କହି ଆଜି ଭାବପ୍ରବଣ ହୋଇ ପଡ଼ିଥିଲେ। ପୂର୍ବାଶା ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼ୁଥିବାରୁ ସାହି ପଡ଼ିଶାଠାରୁ ତାଙ୍କ ପରିବାରକୁ କେତେ କଥା ଶୁଣିବାକୁ ପଡ଼ୁଥିଲା। କେବଳ ଝିଅର ଭବିଷ୍ୟତ ପାଇଁ ସେହି ଟାହିଟାପରାକୁ ଖାତିର କରିନଥିଲେ। ଆଉ ଝିଅକୁ ଦେଇଥିଲେ ସ୍ୱାଧୀନତା। ଯାହାର ସୁବିନିଯୋଗ କରି ଆଜି ପୂର୍ବାଶା ଖାଲି ଯେ ବାପା-ମା’ଙ୍କ ବିଶ୍ୱାସ ଜିତି ପାରିଛନ୍ତି ତାହା ନୁହେଁ, ବରଂ ଅନେକ ନିନ୍ଦୁକ ଓ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବୋଲି ତାଙ୍କ ବାପା ଓ ମାଆ କହିଛନ୍ତି।

https://youtu.be/_5kQifjzsnc

ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟ ଜଣେ ମେଧାବୀ ଛାତ୍ରୀ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇନ୍‌ ବିଭାଗରେ ଟପ୍ପର ହେବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଧୁସୂଦନ ସାମନ୍ତରାୟଙ୍କ ଅଣ ନାତୁଣୀ। 1920 ମସିହାରେ ରେଭେନ୍ସାରେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ସ୍ୱର୍ଗତ ମଧୁସୂଦନ ସାମନ୍ତରାୟ। ତେବେ ତାଙ୍କର ବଂଶଜ ପୂର୍ବାଶା ଏହି ଗାରିମା ହାସଲ କରି ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story