ବଙ୍ଗୋମୁଣ୍ଡା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ: ବଙ୍ଗୋମୁଣ୍ଡା ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା ସହିତ ଚାଷୀ ମାନଙ୍କୁ ସହାୟତା କରିବା ଦାବିରେ କୃଷକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ କାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବଙ୍ଗୋମୁଣ୍ଡାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବଙ୍ଗେ।ମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ କମ୍ ବର୍ଷା ହୋଇଥିବାରୁ ଗଜା […]

bivakha

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 05:07 AM IST

ଟିଟିଲାଗଡ: ବଙ୍ଗୋମୁଣ୍ଡା ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା ସହିତ ଚାଷୀ ମାନଙ୍କୁ ସହାୟତା କରିବା ଦାବିରେ କୃଷକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ କାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବଙ୍ଗୋମୁଣ୍ଡାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବଙ୍ଗେ।ମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ କମ୍ ବର୍ଷା ହୋଇଥିବାରୁ ଗଜା ମରୁଡ଼ି ପରିସ୍ଥିତି ଉପୁଜିଛି । ଜମିରେ ଧାନ ତଳି ନଷ୍ଟ ହୋଇଯାଇଛି । ଅନେକ ଚାଷୀ ମଧ୍ୟ ଇନସ୍ୟୁରାନ୍ସ ମଧ୍ୟ କରିପାର ନାହାନ୍ତି ବୋଲି ମାଁ ଦ୍ୱାରସେନୀ କୃଷକ ସଂଘର ସଭ୍ୟ ଓ ଅନ୍ୟ ଚାଷି ମାନେ ଅଭିଯୋଗ କରିଥିଲେ।

Related story