ହୃଦଘାତରେ ବିଡିଓଙ୍କ ମୃତ୍ୟୁ!

ଭଦ୍ରକ (ପାର୍ଥସାରଥୀ ନାୟକ): ରାତିରେ ହଠାତ୍‌ ପଡ଼ୋଶୀଙ୍କ ପାଖକୁ ଫୋନ୍‌ କଲ୍‌ ଆସିଲା। ଆଉ ଫୋନ୍‌ କଲ ପାଇଁ ପଡ଼ୋଶୀମାନେ କ୍ୱାର୍ଟର୍ସରେ ପହଞ୍ଚି ଭଦ୍ରକ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ 2019 ମସିହା ଡିସେମ୍ବର ମାସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ […]

bhadrak

bhadrak

Manoranjan Sial
  • Published: Thursday, 17 December 2020
  • Updated: 17 December 2020, 01:15 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ରାତିରେ ହଠାତ୍‌ ପଡ଼ୋଶୀଙ୍କ ପାଖକୁ ଫୋନ୍‌ କଲ୍‌ ଆସିଲା। ଆଉ ଫୋନ୍‌ କଲ ପାଇଁ ପଡ଼ୋଶୀମାନେ କ୍ୱାର୍ଟର୍ସରେ ପହଞ୍ଚି ଭଦ୍ରକ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ 2019 ମସିହା ଡିସେମ୍ବର ମାସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗଦେଇଥିଲେ। ସେ ବ୍ଲକ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ତେବେ ବିଳମ୍ବିତ ରାତିରେ ଅସୁସ୍ଥତା ନେଇ ସେ ଫୋନରେ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

 

ଆଗକୁ ପଢ଼ନ୍ତୁ : ପାଠ ପଢ଼ାଇବାକୁ ଡାକି ୫ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ପ୍ରଧାନଶିକ୍ଷକ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos