ଅଭଦ୍ର କଥା ଶୁଣି ଭଦ୍ରକ ପୁଲିସ କାନ ତାତିଗଲା

ଭଦ୍ରକ (ପାର୍ଥ ସାରଥୀ ନାୟକ): “ପେଲନା କହୁଛି… ବେ, ଛାଡ଼ ଶଳା। ବା….” ଆଜି ଏପରି ଅଭଦ୍ର କଥା ଶୁଣି ଭଦ୍ରକ ପୁଲିସର କାନ ତାତି ଯାଇଛି। ଆଉ ତା’ପରେ ସମ୍ପୃକ୍ତ ଯୁବକକୁ ଦେଇଛି ପେଟେଣ୍ଟ ମେଡିସିନ୍‌। ମାସ୍କ ପିନ୍ଧି ନଥିବା ଜଣେ ଯୁବକକୁ କାବୁ କରିବାକୁ ଯାଇ ପୁଲିସକୁ ଏପରି ଅଭଦ୍ର ଭାଷା ଶୁଣିବାକୁ ପଡ଼ିଛି। ବହୁ ଠେଲାପେଲା ପରେ ପୁଲିସ ମାସ୍କ ପିନ୍ଧିନଥିବା ଯୁବକକୁ କାବୁ କରି ଟାଉନ୍‌ ଥାନାରେ ଅଟକ ରଖିଛି। ପୂରା […]

bhadrak

bhadrak

Manoranjan Sial
  • Published: Friday, 09 April 2021
  • Updated: 09 April 2021, 08:22 PM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): “ପେଲନା କହୁଛି… ବେ, ଛାଡ଼ ଶଳା। ବା….” ଆଜି ଏପରି ଅଭଦ୍ର କଥା ଶୁଣି ଭଦ୍ରକ ପୁଲିସର କାନ ତାତି ଯାଇଛି। ଆଉ ତା’ପରେ ସମ୍ପୃକ୍ତ ଯୁବକକୁ ଦେଇଛି ପେଟେଣ୍ଟ ମେଡିସିନ୍‌। ମାସ୍କ ପିନ୍ଧି ନଥିବା ଜଣେ ଯୁବକକୁ କାବୁ କରିବାକୁ ଯାଇ ପୁଲିସକୁ ଏପରି ଅଭଦ୍ର ଭାଷା ଶୁଣିବାକୁ ପଡ଼ିଛି। ବହୁ ଠେଲାପେଲା ପରେ ପୁଲିସ ମାସ୍କ ପିନ୍ଧିନଥିବା ଯୁବକକୁ କାବୁ କରି ଟାଉନ୍‌ ଥାନାରେ ଅଟକ ରଖିଛି।

ପୂରା ଘଟଣାଟି ଏମିତି। ସନ୍ଥିଆ ହବିବ ନଗରର ଜଣେ ଯୁବକ ସଉଦା କିଣିବାକୁ ବଜାର ଆସିଥିଲା। ସେ ସଉଦା କିଣି ଘରକୁ ଫେରୁଥିବା ବେଳେ କଚେରୀ ଛକ ନିକଟରେ ପୁଲିସ ହାବୁଡ଼ରେ ପଡ଼ିଥିଲା। ଯୁବକ ଜଣକ ମାସ୍କ ପିନ୍ଧି ନଥିବାରୁ ପୁଲିସ ତାଙ୍କୁ ଅଟକାଇ ଥିଲା। ହେଲେ ପୁଲିସକୁ ସେ ଧରା ଛୁଆଁ ଦେଉନଥିଲା।

ପୁଲିସକୁ ଠେଲାପେଲା କରିବା ସହିତ ସେ ଖରାପ ଭାଷାରେ ଗାଳି ଦେଇଥିଲା। ପୁଲିସ ସମ୍ପୃକ୍ତ ଯୁବକଙ୍କ ହାତ ଧରିବା ପରେ ରାଗରେ ସେ କହି ପକାଇଥିଲା, “ପେଲନା କହୁଛି ପେଲନା…। ବେ ଛାଡ଼ ଶଳା… ବା….।” ସର୍ବସାଧାରଣରେ ଏହା ଶୁଣିବା ପରେ ତାତି ଯାଇଥିଲେ ପୁଲିସ ବାବୁ। ସଙ୍ଗେ ସଙ୍ଗେ ଦୁଇ ଚାପୁଡା ଯୁବକକୁ ଦେଇଥିଲେ। ଏହା ପରେ ଯୁବକଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ରାଗ ତମ ତମ ହୋଇ ଯୁବକ ଜଣକ କହିଲା, ଦୁଇ ଥର ହାତ ଉଠାଇଛୁନା… ଫେରି ତୋ କଥା ବୁଝିବି…।

ସୂଚନାରୁ ପ୍ରକାଶ, ରାଜ୍ୟରେ ବଢ଼ୁଥିବା କରୋନାକୁ ଦେଖି ପୁଲିସକୁ ସ୍ପେଶାଲ୍‌ ଡ୍ରାଇଭ୍‌ ଡ୍ରାଇଭ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ପାଳନ କରିବା ପାଇଁ ଭଦ୍ରକ ପୁଲିସ ସହରରେ ଯାଞ୍ଚକୁ କଡାକଡି କରିଥିଲା। ଏହି ସମୟରେ ଏପରି ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲା।

https://youtu.be/MmZciGeygNY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story