ଭଦ୍ରକ ରେଳଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳବାଇ ଡିଆରଏମ୍

ଭଦ୍ରକ: ରେଳଯାତ୍ରୀ ଉପଭୋକ୍ତା ପକ୍ଷ ପାଳନ ଅବସରରେ ମଙ୍ଗଳବାର ପୂର୍ବତଟ ରେଳବାଇ ଡିଆରଏମ୍ ଶୈଳେନ୍ଦ୍ର ସିଂ ଭଦ୍ରକ ରେଳ ଷ୍ଟେସନ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତର ବେଳେ ସେ ଦୂରଗାମୀ ଟ୍ରେନ ଗୁଡିକର ରହଣୀ, ପ୍ଲାଟଫର୍ମ ସଂପ୍ରସାରଣ, ଫ୍ଲାଏ ଓଭରବ୍ରିଜ ନିର୍ମାଣ ଉପରେ ଆଲୋଚନା କରିଥିଲେ। ଡିଆରଏମଙ୍କ ସହ ଖୋର୍ଦ୍ଧା ଡିଭିଜନ ସିନିୟର ଡିସିଏମ୍ ଏଚ.ଏଲ.ଲୁଙ୍ଗା, ଡିଇ ଏନ.ସି.ଭି.ନାୟକଙ୍କ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

bhadrak

bhadrak

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 10:21 AM IST

ଭଦ୍ରକ: ରେଳଯାତ୍ରୀ ଉପଭୋକ୍ତା ପକ୍ଷ ପାଳନ ଅବସରରେ ମଙ୍ଗଳବାର ପୂର୍ବତଟ ରେଳବାଇ ଡିଆରଏମ୍ ଶୈଳେନ୍ଦ୍ର ସିଂ ଭଦ୍ରକ ରେଳ ଷ୍ଟେସନ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତର ବେଳେ ସେ ଦୂରଗାମୀ ଟ୍ରେନ ଗୁଡିକର ରହଣୀ, ପ୍ଲାଟଫର୍ମ ସଂପ୍ରସାରଣ, ଫ୍ଲାଏ ଓଭରବ୍ରିଜ ନିର୍ମାଣ ଉପରେ ଆଲୋଚନା କରିଥିଲେ। ଡିଆରଏମଙ୍କ ସହ ଖୋର୍ଦ୍ଧା ଡିଭିଜନ ସିନିୟର ଡିସିଏମ୍ ଏଚ.ଏଲ.ଲୁଙ୍ଗା, ଡିଇ ଏନ.ସି.ଭି.ନାୟକଙ୍କ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos