ଭଦ୍ରକ: ହାଇୱା ଧକ୍କାରେ କଲେଜ ଛାତ୍ରୀ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବଜାରରେ ଆଜି ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀ ନାଁ ପ୍ରିୟଙ୍କା ପାତ୍ର। ସେ ବନ୍ତ କଲେଜରେ ଯୁକ୍ତ ୩ କଳାରେ ଛାତ୍ରୀ ଥିଲେ। ଆଜି ସକାଳେ ସେ ସାଇକେଲରେ କଲେଜ ଯିବା ବେଳେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ବନ୍ତ ରାସ୍ତା ଅବରୋଧ କରିବା ସହ ହାଇୱାରେ ନିଆଁ ଲଗାଇ […]

road accident

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 02:19 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବଜାରରେ ଆଜି ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀ ନାଁ ପ୍ରିୟଙ୍କା ପାତ୍ର। ସେ ବନ୍ତ କଲେଜରେ ଯୁକ୍ତ ୩ କଳାରେ ଛାତ୍ରୀ ଥିଲେ।

ଆଜି ସକାଳେ ସେ ସାଇକେଲରେ କଲେଜ ଯିବା ବେଳେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ବନ୍ତ ରାସ୍ତା ଅବରୋଧ କରିବା ସହ ହାଇୱାରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Related story