ଶଟ୍‌ଡାଉନ୍‌ରେ ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ତା’ପରେ ପୁଣି ଶଟ୍‌ଡାଉନ୍‌ ସମୟରେ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ ଔଷଧ ଦୋକାନରେ ଚଢ଼ଉ କରି ଗୁଟ୍‌ଖା ଓ ସିଗାରେଟ୍‌ ଜବତ କରିବା ସହିତ ମାଲିକକୁ ଗିରଫ କରିଛି। ରାଜ୍ୟ ବଢ଼ୁଥିବା ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଶନିବାର ଥିବା […]

bhadrak

bhadrak

Manoranjan Sial
  • Published: Saturday, 24 April 2021
  • Updated: 24 April 2021, 09:05 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ତା’ପରେ ପୁଣି ଶଟ୍‌ଡାଉନ୍‌ ସମୟରେ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ ଔଷଧ ଦୋକାନରେ ଚଢ଼ଉ କରି ଗୁଟ୍‌ଖା ଓ ସିଗାରେଟ୍‌ ଜବତ କରିବା ସହିତ ମାଲିକକୁ ଗିରଫ କରିଛି।

ରାଜ୍ୟ ବଢ଼ୁଥିବା ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଶନିବାର ଥିବା ଶଟ୍‌ଡାଉନ୍‌ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଦିନଦୟାଲ ମେଡ଼ିସିନ୍‌ ଷ୍ଟୋରରେ ଗୁଟଖା ଓ ସିଗାରେଟ୍‌ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୁଲିସ ମେଡ଼ିସିନ୍‌ ଦୋକାନରେ ରେଡ୍‌ କରିଥିଲେ। ଏହି ସମୟରେ ଦୋକାନରୁ ଗୁଟଖା ଓ ସିଗାରେଟ୍‌ ମିଳିଥିଲା। ଏହି ମାମଲାରେ ପୁଲିସ ମେଡ଼ିସିନ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ସହ ୩ଜଣଙ୍କୁ ଗିରଫ କରିଛି। ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏହାଛଡ଼ା 25,000 ଟଙ୍କା ଜରିମାନା କରିଛନ୍ତି ଉପଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story