ଭଦ୍ରକ ହିଂସା ପାଇଁ ଜିଲ୍ଲା ପ୍ରଶାସନକୁ ଦୋଷ ଦେଲେ ବିଜେଡି ସାଂସଦ

ଭୁବନେଶ୍ୱର: ଭଦ୍ରକ ହିଂସା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ। ଆଜି ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି  ବିଜେଡିର ବରିଷ୍ଠ ନେତା ଅର୍ଜୁନ ସେଠୀ। ଶାନ୍ତି କମିଟି ବୈଠକ ପରେ ପ୍ରଶାସନ କିଭଳି ରାଲି କରିବାକୁ ଅନୁମତି ଦେଲା ବୋଲି ସେଠୀ ପ୍ରଶ୍ନ ଉଠାଇଛନ୍ତି। ଶୋଭାଯାତ୍ରା ପାଇଁ ଅନୁମତି ଦେବା ଯୋଗୁଁ ଏପରି ସ୍ଥିତି ଉପୁଜୁଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ଭଦ୍ରକ ଏସ୍‌ପିଙ୍କୁ ଦାୟୀ କରିଛନ୍ତି।

411

Rakesh Mallick
  • Published: Monday, 10 April 2017
  • , Updated: 11 April 2017, 07:17 AM IST

ଭୁବନେଶ୍ୱର: ଭଦ୍ରକ ହିଂସା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ। ଆଜି ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି  ବିଜେଡିର ବରିଷ୍ଠ ନେତା ଅର୍ଜୁନ ସେଠୀ। ଶାନ୍ତି କମିଟି ବୈଠକ ପରେ ପ୍ରଶାସନ କିଭଳି ରାଲି କରିବାକୁ ଅନୁମତି ଦେଲା ବୋଲି ସେଠୀ ପ୍ରଶ୍ନ ଉଠାଇଛନ୍ତି।

ଶୋଭାଯାତ୍ରା ପାଇଁ ଅନୁମତି ଦେବା ଯୋଗୁଁ ଏପରି ସ୍ଥିତି ଉପୁଜୁଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ଭଦ୍ରକ ଏସ୍‌ପିଙ୍କୁ ଦାୟୀ କରିଛନ୍ତି।

Related story