ପ୍ରଶ୍ନପତ୍ର ବିଭ୍ରାଟ, ପୁଣି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋଣାର୍କ(ଓଡ଼ିଶା ରିପୋର୍ଟର): କୋଣାର୍କ ଭଗବତୀ ମହାବିଦ୍ୟାଳରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ବଣ୍ଟା ଘଟଣାରେ ଆଉ ଥରେ ପରୀକ୍ଷା ଦେବେ ପରୀକ୍ଷାରୁ ବଞ୍ଚିତ ୧୭ ଜଣ ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କମର୍ସ  ପରୀକ୍ଷା ଦେଉଥିବା ଏହି ପିଲାମାନେ ଆସନ୍ତା ୨୯ରେ ପରୀକ୍ଷା ଦେବେ। ଏଥିପାଇଁ ସାନି ପ୍ରଶ୍ନପତ୍ର ତିଆରି ହେବ ବୋଲି +୨  କାଉନସିଲ୍ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ ପଣ୍ଡା ସୂଚନା ଦେଇଛନ୍ତି।

ଗତ  ୮ରେ ଅନୁଷ୍ଠିତ ଯୁକ୍ତ ଦୁଇ ପରୀକ୍ଷା ବେଳେ ବାଣିଜ୍ୟ ପରୀକ୍ଷା  ଦେଉଥିବା ୧୭ ଜଣ ପିଲାଙ୍କୁ ମାତୃଭାଷା ଓଡ଼ିଆ ପରୀକ୍ଷାରେ  ରେଗୁଲାର ବଦଳରେ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିଲା।  ଫଳରେ ଏହି ପରୀକ୍ଷା ଆଉ ଥରେ କରାଇବା ଲାଗି ପିଲାମାନେ ଯୁକ୍ତ  ଦୁଇ କାଉନସିଲ ନିକଟରେ ଆବେଦନ କରିଥିଲେ।

Ordigital Desk
• Published: Thursday, 15 March 2018
• Updated: 15 March 2018, 09:10 AM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): କୋଣାର୍କ ଭଗବତୀ ମହାବିଦ୍ୟାଳରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ବଣ୍ଟା ଘଟଣାରେ ଆଉ ଥରେ ପରୀକ୍ଷା ଦେବେ ପରୀକ୍ଷାରୁ ବଞ୍ଚିତ ୧୭ ଜଣ ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କମର୍ସ  ପରୀକ୍ଷା ଦେଉଥିବା ଏହି ପିଲାମାନେ ଆସନ୍ତା ୨୯ରେ ପରୀକ୍ଷା ଦେବେ। ଏଥିପାଇଁ ସାନି ପ୍ରଶ୍ନପତ୍ର ତିଆରି ହେବ ବୋଲି +୨  କାଉନସିଲ୍ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ ପଣ୍ଡା ସୂଚନା ଦେଇଛନ୍ତି।

ଗତ  ୮ରେ ଅନୁଷ୍ଠିତ ଯୁକ୍ତ ଦୁଇ ପରୀକ୍ଷା ବେଳେ ବାଣିଜ୍ୟ ପରୀକ୍ଷା  ଦେଉଥିବା ୧୭ ଜଣ ପିଲାଙ୍କୁ ମାତୃଭାଷା ଓଡ଼ିଆ ପରୀକ୍ଷାରେ  ରେଗୁଲାର ବଦଳରେ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିଲା।  ଫଳରେ ଏହି ପରୀକ୍ଷା ଆଉ ଥରେ କରାଇବା ଲାଗି ପିଲାମାନେ ଯୁକ୍ତ  ଦୁଇ କାଉନସିଲ ନିକଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos