ଭାଗ୍ୟଶ୍ରୀଙ୍କ ହାତ କହୁଛି କଥା; ଫ୍ୟୁଜ୍‌ ବଲ୍‌ବରେ ତିଆରି ରଥ

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ସିଟି ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ଫ୍ୟୁଜ୍‌ ବଲ୍‌ବରେ ମହାପ୍ରଭୁଙ୍କ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ଭାଗ୍ୟଶ୍ରୀ ଫ୍ୟୁଜ୍‌ ବଲ୍‌ବରେ ତିଆରି କରୁଛନ୍ତି ତିନି ରଥ। ସେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ରଥଯାତ୍ରା ପୂର୍ବରୁ ଅନ୍ୟ ଦୁଇଟି ରଥ ତିଆରି କରିବେ। ଗୋଟିଏ ରଥ ନିର୍ମାଣ କରିବାକୁ ୪ ଘଣ୍ଟା ଲାଗୁଛି ବୋଲି କହିଛନ୍ତି ଭାଗ୍ୟଶ୍ରୀ। ପାଠ ପଢ଼ା […]

Rourkela

Rourkela

Manoranjan Sial
  • Published: Wednesday, 30 June 2021
  • Updated: 30 June 2021, 09:20 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ସିଟି ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ଫ୍ୟୁଜ୍‌ ବଲ୍‌ବରେ ମହାପ୍ରଭୁଙ୍କ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ଭାଗ୍ୟଶ୍ରୀ ଫ୍ୟୁଜ୍‌ ବଲ୍‌ବରେ ତିଆରି କରୁଛନ୍ତି ତିନି ରଥ। ସେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ରଥଯାତ୍ରା ପୂର୍ବରୁ ଅନ୍ୟ ଦୁଇଟି ରଥ ତିଆରି କରିବେ। ଗୋଟିଏ ରଥ ନିର୍ମାଣ କରିବାକୁ ୪ ଘଣ୍ଟା ଲାଗୁଛି ବୋଲି କହିଛନ୍ତି ଭାଗ୍ୟଶ୍ରୀ। ପାଠ ପଢ଼ା ସହିତ ଆର୍ଟ କରୁଛନ୍ତି ବୋଲି ସେ କୁହନ୍ତି।

[caption id="attachment_655152" align="aligncenter" width="650"]Rourkela ଭାଗ୍ୟଶ୍ରୀ ତିଆରି କରିଥିବା କଳାକୃତି[/caption]

ଭାଗ୍ୟଶ୍ରୀଙ୍କ କହିବା ଅନୁସାରେ ପୂର୍ବରୁ ଅନ୍ୟ ପର୍ବ ପର୍ବାଣୀକୁ ନେଇ ଚିତ୍ର ଆଙ୍କିଛନ୍ତି। ମାତ୍ର ଏବେ ମହାପ୍ରଭୁ ଜଗନ୍ନାଥ ଓ ତାଙ୍କ ପର୍ବକୁ ନେଇ ଚିତ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି। ପିଲା ବେଳୁ ମୁଁ ମହାପ୍ରଭୁଙ୍କୁ ବିଶ୍ୱାସ କରି ଆସୁଛି। ଆଜି ପର୍ଯ୍ୟନ୍ତ ଯାହା ମିଳିଛି, ମହାପ୍ରଭୁଙ୍କ କୃପାରୁ ମିଳିଛି ବୋଲି ଭାଗ୍ୟଶ୍ରୀ କହିଛନ୍ତି।

ଭାଗ୍ୟଶ୍ରୀ ଅଦରକାରୀ ଜିନିଷ ଯେମିତି ପଥର, ଟିଣ କ୍ୟାପ୍‌, ପ୍ଲାଷ୍ଟିକ୍‌ ବୁତଲ, ଗ୍ଲାସକୁ ବ୍ୟବହାର କରି ତିଆରି କରୁଛନ୍ତି ବିଭିନ୍ନ କଳାକୃତି। ଯାହା ଏବେ ରାଉରକେଲା ଅତିକ୍ରମ କରି ଦିଲ୍ଲୀ ଦରବାରରେ ପହଞ୍ଚିଛି। ଯେଉଁଥିପାଇଁ ୨୦୨୧ ଜାନୁଆରୀ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀଙ୍କ କଳାକୃତିକୁ ପ୍ରଶଂସା କରିଥିଲେ। ତା’ ପରଠାରୁ ଭାଗ୍ୟଶ୍ରୀ ନିଜର କଳାକୃତିକୁ ନେଇ ଆହୁରୀ ଲୋକଲୋଚନକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story