ଅନାସ୍ଥା ଭୋଟ୍‌ରେ ହାରିଗଲେ ଭାପୁର ବ୍ଲକ୍ ଅଧ୍ୟକ୍ଷା

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଅନାସ୍ଥା ଭୋଟରେ ହାରିଗଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା। ମୋଟ ୩୯ଟି ଭୋଟରୁ ୩୨ଟି ଅନାସ୍ଥା ସପକ୍ଷରେ ଯାଇଥିବା ବେଳେ ୭ଟି ବିପକ୍ଷରେ ପଡ଼ିଥିଲା। ଭୋଟ୍‌ ଫଳାଫଳ ନେଇ ଏହି ତଥ୍ୟ ଦେଇଛନ୍ତି ଖଣ୍ଡପଡ଼ା ତହସିଲଦାର ତଥା ରିଟର୍ଣ୍ଣିଂ ଅଫିସର ପାର୍ଥସାରଥି ହାଁସଦା। ଶାନ୍ତିଲତା ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଇଥିଲା। ଏଥିପାଇଁ ଭାପୁର ବ୍ଲକ୍ ଅଫିସ୍ ସମେତ ବଜାରରେ ୧୪୪ […]

Block office

Block office

Jitendra Garnayak
  • Published: Tuesday, 17 August 2021
  • Updated: 17 August 2021, 05:32 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଅନାସ୍ଥା ଭୋଟରେ ହାରିଗଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା। ମୋଟ ୩୯ଟି ଭୋଟରୁ ୩୨ଟି ଅନାସ୍ଥା ସପକ୍ଷରେ ଯାଇଥିବା ବେଳେ ୭ଟି ବିପକ୍ଷରେ ପଡ଼ିଥିଲା। ଭୋଟ୍‌ ଫଳାଫଳ ନେଇ ଏହି ତଥ୍ୟ ଦେଇଛନ୍ତି ଖଣ୍ଡପଡ଼ା ତହସିଲଦାର ତଥା ରିଟର୍ଣ୍ଣିଂ ଅଫିସର ପାର୍ଥସାରଥି ହାଁସଦା।

ଶାନ୍ତିଲତା ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଇଥିଲା। ଏଥିପାଇଁ ଭାପୁର ବ୍ଲକ୍ ଅଫିସ୍ ସମେତ ବଜାରରେ ୧୪୪ ଧାରା ଜାରି କରାଯାଇଥିଲା।

ସୂଚନାଯୋଗ୍ୟ, ଶାନ୍ତିଲତା ବେହେରା ଓ ବ୍ଳକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଛକାପଞ୍ଝା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story