ଭାରସାମ୍ୟ ହରାଇ ଗଛକୁ ପିଟିଲା ଭ୍ୟାନ, ୨ ମୃତ

ସମ୍ବଲପୁର: ଯୁଯୁମରା ଗରଗଡ଼ବାହାଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ଗାଡିର ଡ୍ରାଇଭାର ଥିବା ଜଣାପଡିଛି। ସମ୍ବଲପୁର-ରେଢ଼ାଖୋଲର ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

accident

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 11:37 AM IST

ସମ୍ବଲପୁର: ଯୁଯୁମରା ଗରଗଡ଼ବାହାଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ଗାଡିର ଡ୍ରାଇଭାର ଥିବା ଜଣାପଡିଛି।

ସମ୍ବଲପୁର-ରେଢ଼ାଖୋଲର ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

Related story