ଭିକାରୀ ଚୋର ରାକେଟର ୮ ମହିଳା ଗିରଫ

ଭୁବନେଶ୍ୱର: ଭିକାରୀ ନାଁରେ ଚୋରି ଓ ଡକାୟତି କରୁଥିବା ଅଭିଯୋଗରେ ମହିଳା ଭିକାରୀ ରାକେଟକୁ ଭୁବନେଶ୍ୱର ଜିଆରପି ଗିରଫ କରି କୋର୍ଟ ଚାଲଣ କରିଛି । ଏହି ରାକେଟରେ ପ୍ରାୟ ୮ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାମାନେ ଟ୍ରେନରେ ଓ କଲୋନୀମାନଙ୍କରେ ଛୋଟ ଛୋଟ ଛୁଆଙ୍କୁ ଧରି  ଭିକ୍ଷ କରିଥାନ୍ତି । ଏହି ସମୟରେ ସୁବିଧା ସୁଯୋଗ ଦେଖି ବିଭିନ୍ନ ଜିନିଷ ଚୋରି କରିଥାନ୍ତି । ଏହାସହ ଛୋଟ ଛୋଟ ଛୁଆଙ୍କୁ ମୂକ ବଧିର […]

bhikari

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 04:05 AM IST

ଭୁବନେଶ୍ୱର: ଭିକାରୀ ନାଁରେ ଚୋରି ଓ ଡକାୟତି କରୁଥିବା ଅଭିଯୋଗରେ ମହିଳା ଭିକାରୀ ରାକେଟକୁ ଭୁବନେଶ୍ୱର ଜିଆରପି ଗିରଫ କରି କୋର୍ଟ ଚାଲଣ କରିଛି । ଏହି ରାକେଟରେ ପ୍ରାୟ ୮ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାମାନେ ଟ୍ରେନରେ ଓ କଲୋନୀମାନଙ୍କରେ ଛୋଟ ଛୋଟ ଛୁଆଙ୍କୁ ଧରି  ଭିକ୍ଷ କରିଥାନ୍ତି । ଏହି ସମୟରେ ସୁବିଧା ସୁଯୋଗ ଦେଖି ବିଭିନ୍ନ ଜିନିଷ ଚୋରି କରିଥାନ୍ତି । ଏହାସହ ଛୋଟ ଛୋଟ ଛୁଆଙ୍କୁ ମୂକ ବଧିର ଓ ଜିଭ ନ ଥିବା ନାଁରେ ଭିକ୍ଷାବୃତିରେ ସାମିଲ କରୁଛନ୍ତି । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ନକଲି କାଗଜପତ୍ର, ମୋବାଇଲ ଜବତ କରାଯାଇଛି ।

Related story