ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରକନିକା ଅଭୟାରଣ୍ୟ ଆଜି ଖୋଲିଛି। ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟକୁ ଆଜିଠୁ ଖୋଲି ଦିଆଯାଇଛି। କୁମ୍ଭୀର ପ୍ରଜନନ ଲାଗି ଗତ ମେ ୧ ତାରିଖରୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଆଜିଠୁ ଏହି କଟକଣାକୁ ହଟାଇ ଦିଆଯିବା ସହ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
Crocodile-Bitarkanika-national-park
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରକନିକା ଅଭୟାରଣ୍ୟ ଆଜି ଖୋଲିଛି। ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟକୁ ଆଜିଠୁ ଖୋଲି ଦିଆଯାଇଛି।
କୁମ୍ଭୀର ପ୍ରଜନନ ଲାଗି ଗତ ମେ ୧ ତାରିଖରୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଆଜିଠୁ ଏହି କଟକଣାକୁ ହଟାଇ ଦିଆଯିବା ସହ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।