ସାଇକ୍ଲୋଥନ ବିଜ୍ଞାପନ ଲଗାଇ ହରଡ଼ଘଣାରେ ସଂସ୍ଥା: ଦେବ ଏକ କୋଟି ଟଙ୍କାର ଜରିମାନା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ୍ କନ୍&zwnj;ର୍ଭେସନ୍ ରିସର୍ଚ୍ଚ ଆସୋସିଏସନ୍ (PCRA) ପକ୍ଷରୁ ଭୁବନେଶ୍ୱରରେ ସକ୍ଷମ ସାଇକ୍ଲୋଥନ ଆୟୋଜିତ ହୋଇଥିବା ବେଳେ ତା&rsquo; ପୂର୍ବରୁ ବିଏମ୍&zwnj;ସି କୋଟିଏ ଟଙ୍କା ଜରିମାନା କରିଛି।&nbsp; ବିନା ଅନୁମତିରେ ଏବଂ ଫି&rsquo; ନ ଦେଇ ବିଏମ୍&zwnj;ସି ଅଧୀନରେ ଆସୁଥିବା ଅଞ୍ଚଳରେ ବିଜ୍ଞାପନ କିଓସ୍କ ଲଗାଇଥିବାରୁ PCRAକୁ କୋଟିଏ ଟଙ୍କାର ଜରିମାନା କରାଯାଇଛି।&nbsp; PCRA ପକ୍ଷରୁ ଅନଧିକୃତ ଭାବେ ମୋଟ ୨ହଜାରଟି କିଓସ୍କ୍ ଲଗାଯାଇଥିବା ବିଏମ୍&zwnj;ସି ଦର୍ଶାଇଛି।&nbsp; ସାତ ଦିନ ମଧ୍ୟରେ ଏକ କୋଟି ଟଙ୍କା ଜରିମାନା ଦେବାକୁ PCRAକୁ ନୋଟିସ୍ ହୋଇଛି। &nbsp;ଏପର୍ଯ୍ୟନ୍ତ ଜରିମାନା ନେଇ ବିଏମ୍&zwnj;ସି ପକ୍ଷରୁ କୌଣସି ଚିଠି ମିଳିଥିବା PCRA କର୍ତ୍ତୃପକ୍ଷ କହିଛନ୍ତି।</p>

Ordigital Desk
  • Published: Sunday, 04 February 2018
  • Updated: 04 February 2018, 11:02 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ୍ କନ୍&zwnj;ର୍ଭେସନ୍ ରିସର୍ଚ୍ଚ ଆସୋସିଏସନ୍ (PCRA) ପକ୍ଷରୁ ଭୁବନେଶ୍ୱରରେ ସକ୍ଷମ ସାଇକ୍ଲୋଥନ ଆୟୋଜିତ ହୋଇଥିବା ବେଳେ ତା&rsquo; ପୂର୍ବରୁ ବିଏମ୍&zwnj;ସି କୋଟିଏ ଟଙ୍କା ଜରିମାନା କରିଛି।&nbsp; ବିନା ଅନୁମତିରେ ଏବଂ ଫି&rsquo; ନ ଦେଇ ବିଏମ୍&zwnj;ସି ଅଧୀନରେ ଆସୁଥିବା ଅଞ୍ଚଳରେ ବିଜ୍ଞାପନ କିଓସ୍କ ଲଗାଇଥିବାରୁ PCRAକୁ କୋଟିଏ ଟଙ୍କାର ଜରିମାନା କରାଯାଇଛି।&nbsp; PCRA ପକ୍ଷରୁ ଅନଧିକୃତ ଭାବେ ମୋଟ ୨ହଜାରଟି କିଓସ୍କ୍ ଲଗାଯାଇଥିବା ବିଏମ୍&zwnj;ସି ଦର୍ଶାଇଛି।&nbsp; ସାତ ଦିନ ମଧ୍ୟରେ ଏକ କୋଟି ଟଙ୍କା ଜରିମାନା ଦେବାକୁ PCRAକୁ ନୋଟିସ୍ ହୋଇଛି। &nbsp;ଏପର୍ଯ୍ୟନ୍ତ ଜରିମାନା ନେଇ ବିଏମ୍&zwnj;ସି ପକ୍ଷରୁ କୌଣସି ଚିଠି ମିଳିଥିବା PCRA କର୍ତ୍ତୃପକ୍ଷ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos