ଭୁବନେଶ୍ୱର: ଫାୟାର ଷ୍ଟେସନରେ ଟ୍ରେନିଂ ବେଳେ ଅଘଟଣ, ଓଲଟିଲା ବ୍ରଣ୍ଟୋସ୍କାଏ ଲିଫ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଫାୟାର ଷ୍ଟେସନରେ ଟ୍ରେନିଂ ବେଳେ ଅପରାହ୍ନରେ ଅଘଟଣ ଘଟିଛି। ଟ୍ରେନିଂ ବେଳେ ବ୍ରଣ୍ଟୋସ୍କାଏ ଲିଫ୍ଟ ଗାଡି ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଉଚ୍ଚ ଅଟ୍ଟାଳିକାରେ ନିଆଁକୁ ଆୟତ୍ତ ପାଇଁ ଏହି ବ୍ରଣ୍ଟୋସ୍କାଏ ଲିଫ୍ଟକୁ ବ୍ୟବହାର କରାଯାଇଥାଏ। ଯାହାର ମୂଲ୍ୟ ୮ କୋଟି ଟଙ୍କା ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍ ତଦନ୍ତ ଆରମ୍ଭ […]

fire-station

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 09:48 AM IST

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଫାୟାର ଷ୍ଟେସନରେ ଟ୍ରେନିଂ ବେଳେ ଅପରାହ୍ନରେ ଅଘଟଣ ଘଟିଛି। ଟ୍ରେନିଂ ବେଳେ ବ୍ରଣ୍ଟୋସ୍କାଏ ଲିଫ୍ଟ ଗାଡି ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଉଚ୍ଚ ଅଟ୍ଟାଳିକାରେ ନିଆଁକୁ ଆୟତ୍ତ ପାଇଁ ଏହି ବ୍ରଣ୍ଟୋସ୍କାଏ ଲିଫ୍ଟକୁ ବ୍ୟବହାର କରାଯାଇଥାଏ। ଯାହାର ମୂଲ୍ୟ ୮ କୋଟି ଟଙ୍କା ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍ ତଦନ୍ତ ଆରମ୍ଭ କରିଛି।

Related story